ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଶସସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ଭୋଟପଡାରେ ଘଟିଛି ଏଭଳି ଏକ ଡକାୟତି ଘଟଣା ।
ଦୀନବନ୍ଧୁ ଦାସ ଏବଂ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧି ଶସସ୍ତ୍ର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ତାଙ୍କଠାରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।