ଓଡିଶା

odisha

Cyclone Jawad Update; ବାତ୍ୟା ପାଇଁ 87ଟି ଟ୍ରେନ ବାତିଲ

By

Published : Dec 2, 2021, 9:41 PM IST

ସାମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ 87ଟି ଟ୍ରେନ ବାତିଲ କରାଯାଇଛି । ଏହି ଟ୍ରେନ ଗୁଡ଼ିକ 3 ଡିସେମ୍ବର ଏବଂ 4 ବାତିଲ ରହିବ ଟ୍ରେନ । ଅଧିକ ପଢନ୍ତୁ

ବାତ୍ୟା ''ଜୱାଦ'' ପାଇଁ 87 ଟି ଟ୍ରେନ ବାତିଲ
ବାତ୍ୟା ''ଜୱାଦ'' ପାଇଁ 87 ଟି ଟ୍ରେନ ବାତିଲ

ଭୁବନେଶ୍ବର:ସାମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ 87ଟି ଟ୍ରେନ ବାତିଲ କରାଯାଇଛି । ବାତ୍ୟା ଜୱାଦ ପାଇଁ ବାତିଲ୍ ହେବାକୁ ଥିବା ଟ୍ରେନ ସେବାଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । ଏହି ଟ୍ରେନ ଗୁଡ଼ିକ 3 ଡିସେମ୍ବର ଏବଂ 4 ଡିସେମ୍ବରରେ ଚଳାଚଳ ବନ୍ଦ ରହିବ ।

3 ଡିସେମ୍ବରରେ ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ:

1 ଟ୍ରେନ୍‌ ନଂ, 18417 ପୁରୀ-ଗୁଣୁପୁର, ପୁରୀ ଠାରୁ
2 ଟ୍ରେନ୍‌ ନଂ. 20896 ଭୁବନେଶ୍ବର-ରାମେଶ୍ବରମ୍, ଭୁବନେଶ୍ବର ଠାରୁ
3 ଟ୍ରେନ୍‌ ନଂ. 12703 ହାଓଡ଼ା ଜଙ୍କସନ୍ ସିକନ୍ଦରାବାଦ ଜଙ୍କସନ, ହାଓଡ଼ା ଠାରୁ
4 ଟ୍ରେନ୍‌ ନଂ. 22883 ପୁରୀ-ଯଶବନ୍ତପୁର ଜଙ୍କସନ୍, ପୁରୀ ଠାରୁ
5 ଟ୍ରେନ୍‌ ନଂ. 12245 ହାଓଡ଼ା ଜଙ୍କସନ -ଯଶବନ୍ତପୁର କନ୍‌ସନ, ହାଓଡ଼ା କଙ୍କସନ ଠାରୁ
6 ଟ୍ରେନ୍‌ ନଂ. 11020 ଭୁବନେଶ୍ଵର-ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍, ଭୁବନେଶ୍ବର ଠାରୁ
7 ଟ୍ରେନ୍‌ ନଂ. 18443 ଭୁବନେଶ୍ବର-ପଲାସା, ଭୁବନେଶ୍ବର ଠାରୁ
8 ଟ୍ରେନ୍ ନଂ. 22605 ଫୁରୁଲିଆ ଜଙ୍କସନ୍ -ଭିଲୁପୁରମ୍ ଜଙ୍କସନ, ଫୁରୁଲିଆ ଜଙ୍କସନ୍‌ ଠାରୁ
9 ଟ୍ରେନ୍‌ ନଂ. 17479 ପୁରୀ-ତିରୁପତି, ପୁରୀ ଠାରୁ
10 ଟ୍ରେନ୍‌ ନଂ. 18045 ହାଓଡ଼ା ଜଙ୍କସନ୍ ହାଇଦ୍ରାବାଦ୍, ହାଓଡ଼ା
11 ଟ୍ରେନ୍‌ ନଂ. 12841 ହାଓଡ଼ା ଜଙ୍କସନ୍ -ଚେନ୍ନାଇ ସେଣ୍ଟ୍ରାଲ, ହାଓଡ଼ା ଠାରୁ
12 ଟ୍ରେନ୍‌ ନଂ. 22817 ହାଓଡ଼ା ଜଙ୍ଗସନ୍ – ମିଶୁର ଜଂ, ହାଓଡ଼ା ଠାରୁ
13 ଟ୍ରେନ୍ ନ". 22807 ସାନ୍ତାଗାହି ଜଙ୍କସନ୍‌-ଚେନ୍ନାଇ ସେଣ୍ଟ୍ରାଲ, ସାନ୍ତାଗାଳି ଠାରୁ
14 ଟ୍ରେନ୍ ନଂ. 22873 ଦିଘା-ବିଶାଖାପାଟଣା, ଦିଘା ଠାରୁ
15 ଟ୍ରେନ୍ ନ". 12863 ହାଓଡ଼ା ଜଙ୍କସନ-ଯଶବନ୍ତପୁର ଜଙ୍କ୍‌ସନ, ହାୱଡ଼ା ଠାରୁ
16 ଟ୍ରେନ୍ ନଂ, 12839 ହାଓଡ଼ା ଜଙ୍କସନ-ଚେନ୍ନାଇ ସେଣ୍ଟ୍ରାଲ, ହାଓଡ଼ା ଠାରୁ
17 ଟ୍ରେନ୍ ନ". 22644 ପାଟନା ଜଙ୍କସନ୍‌-ଏର୍ଣକୁଲମ ଜଙ୍କସନ୍, ପାଟନା ଠାରୁ
18ଟ୍ରେନ୍ ନଂ. 17244 ରାୟଗଡ଼ା-ଗୁଣ୍ଡୁର ଜଙ୍କସନ, ରାୟଗଡ଼ା ଠାରୁ
19 ଟ୍ରେନ୍ ନ". 20809 ସମ୍ବଲପୁର-ନାନ୍ଦେଡ଼, ସମ୍ବଲପୁର ଠାରୁ
20 ଟ୍ରେନ୍‌ ନଂ.18517 କୋରବା- ବିଶାଖାପାଟଣା, କୋରିବା ଠାରୁ
21ଟ୍ରେନ୍ ନଂ,13351 ଧାନବାଦ୍ ଜଙ୍କସନ୍-ଆଲାସୁଝା, ଧାନବାଦ୍ ଜଙ୍କସନ୍ ଠାରୁ
22 ଟ୍ରେନ୍‌ ନଂ. 12889 ଟାଟାନଗର ଜଙ୍କସନ୍‌-ଯଶବନ୍ତପୁର ଜଙ୍କସନ୍‌, ଟାଟାନଗର ଠାରୁ
23 ଟ୍ରେନ୍ ନ". 18409 ହାଓଡ଼ା ଜଙ୍କସନ-ପୁରୀ, ହାଓଡ଼ା ଜଙ୍କସନ ଠାରୁ
24 ଟ୍ରେନ୍ ନଂ. 22201 ସିଆଳଦା-ପୁରୀ, ସିଆଳଦା ଠାରୁ
25 ଟ୍ରେନ୍‌ ନ". 12895 ହାଓଡ଼ା ଜଙ୍କସନ-ପୁରୀ, ହାଓଡ଼ା ଜଙ୍କସନ୍ ଠାରୁ
26 ଟ୍ରେନ୍ ନଂ,18451 ହଟିଆ-ପୁରୀ, ହଟିଆ ଠାରୁ
27 ଟ୍ରେନ୍‌ ନ”, 12837 ହାଓଡ଼ା ଜଙ୍କସନ-ପୁରୀ, ହାଓଡ଼ା କଙ୍କସନ୍‌ ଠାରୁ
28 ଟ୍ରେନ୍ ନଂ. 18426 ଦୁର୍ଗ-ପୁରୀ, ଦୁର୍ଗ ଠାରୁ
29 ଟ୍ରେନ୍‌ ନଂ.17480 ତିରୁପତି-ପୁରୀ, ତିରୁପତି ଠାରୁ
30 ଟ୍ରେନ୍ ନ". 12876 ଆନନ୍ଦ ବିହାର ଟର୍ମିନାଲ୍-ପୁରୀ, ଆନନ୍ଦ ବିହାର ଟର୍ମିନାଲ୍ ଠାରୁ
31 ଟ୍ରେନ୍ ନି . 08431 କଟକ-ପୁରୀ, କଟକ ଠାରୁ
32ଟ୍ରେନ୍‌ ନଂ. 18105 ରାଉରକେଲା-ପୁରୀ, ରାଉରକେଲା ଠାରୁ
33 ଟ୍ରେନ୍‌ ନଂ. 18447 ଭୁବନେଶ୍ବର-ଜଗଦଲପୁର, ଭୁବନେଶ୍ବର ଠାରୁ
34 ଟ୍ରେନ୍‌ ନଂ. 20837 ଭୁବନେଶ୍ବର-ଜୁନାଗଡ଼ ରୋଡ଼, ଭୁବନେଶ୍ବର ଠାରୁ
35 ଟ୍ରେନ୍‌ ନଂ. 12843 ପୁରୀ-ଅହମ୍ମଦାବାଦ ଜଙ୍କସନ, ପୁରୀ ଠାରୁ
36 ଟ୍ରେନ୍‌ ନଂ. 18423 ଭୁବନେଶ୍ବର-ନୟାଗଡ଼ ଟାଉନ, ଭୁବନେଶ୍ବର ଠାରୁ
37 ଟ୍ରେନ୍‌ ନଂ. 12842 ଚେନ୍ନାଇ ସେଣ୍ଟ୍ରାଲ-ହାଓଡ଼ା, ଚେନ୍ନାଇ ସେଣ୍ଟ୍ରାଲ ଠାରୁ
38 ଟ୍ରେନ୍‌ ନଂ. 18046 ହାଇଦ୍ରାବାଦ-ହାଓଡ଼ା, ହାଇଦ୍ରାବାଦ ଠାରୁ
39 ଟ୍ରେନ୍‌ ନଂ.12829 ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ଵର, ଚେନ୍ନାଇ ସେଣ୍ଟ୍ରାଲ ଠାରୁ
40 ଟ୍ରେନ୍‌ ନଂ. 12246 ଯଶବନ୍ତପୁର-ହାଓଡ଼ା, ଯଶବନ୍ତପୁର ଠାରୁ
41ଟ୍ରେନ୍‌ ନଂ. 12704 ସିକନ୍ଦରାବାଦ-ହାଓଡ଼ା, ସିକନ୍ଦରାବାଦ ଠାରୁ 42 ଟ୍ରେନ୍‌ ନଂ.17480 ତିରୁପତି-ପୁରୀ, ତିରୁପତି ଠାରୁ
43 ଟ୍ରେନ୍‌ ନଂ. 12864 ଯଶବନ୍ତପୁର-ହାଓଡ଼ା, ଯଶବନ୍ତପୁର ଠାରୁ
44 ଟ୍ରେନ୍‌ ନଂ. 17016 ସିକନ୍ଦରାବାଦ୍ ଭୁବନେଶ୍ବର, ସିକନ୍ଦରାବାଦ ଠାରୁ
45 ଟ୍ରେନ୍‌ ନଂ. 12840 ଚେନ୍ନାଇ ସେଣ୍ଟ୍ରାଲ-ହାଓଡ଼ା, ଚେନ୍ନାଇ ସେଣ୍ଟ୍ରାଲ ଠାରୁ
46 ଟ୍ରେନ୍‌ ନଂ. 18048 ଭାସ୍କୋଡାଗାମା-ହାଓଡ଼ା, ଭାସ୍କୋଡାଗାମା ଠାରୁ
47 ଟ୍ରେନ୍‌ ନଂ. 12664 ରାପଲ୍ଲୀ-ହାଓଡ଼ା, ତିରୁଚିରାପଲ୍ଲୀ ଠାରୁ
48 ଟ୍ରେନ୍ ନଂ. 18464 ବାଙ୍ଗାଲୋର ସିଟି ଜଙ୍କସନ୍-ଭୁବନେଶ୍ବର, ବାଙ୍ଗାଲୋର ସିଟି ଜଙ୍କସନଠାରୁ
49 ଟ୍ରେନ୍ ନଂ. 11019 ଛତ୍ରପତି ଶିବାଜୀ ଟର୍ମିନସ୍‌ ମୁମ୍ବାଇ- ଭୁବନେଶ୍ବର, ଛତ୍ରପତି ଶିବାଜୀ ଟର୍ମିନସ୍ ମୁମ୍ବାଇ ଠାରୁ
50 ଟ୍ରେନ୍‌ ନଂ. 18518 ବିଶାଖାପାଟଣା-କୋରବା, ବିଶାଖାପାଟଣା ଠାରୁ
51 ଟ୍ରେନ୍ ନଂ. 18528 ବିଶାଖାପାଟଣା-ରାୟଗଡ଼ା, ବିଶାଖାପାଟଣା ଠାରୁ
52 ଟ୍ରେନ୍‌ ନଂ. 17243 ଗୁଣ୍ଟୁର ଜଙ୍କସନ୍‌-ରାୟଗଡ଼ା, ଗୁଣ୍ଟୁର ଜଙ୍କସନ ଠାରୁ
53 ଟ୍ରେନ ନଂ. 08428 ପୁରୀ-ଅନୁଗୋଳ, ପୁରୀ ଠାରୁ
54 ଟ୍ରେନ୍‌ ନଂ. 08404 ପୁରୀ-ଖୋର୍ଦ୍ଧା, ପୁରୀ ଠାରୁ
55 ଟ୍ରେନ୍‌ ନଂ. 17479 ପୁରୀ-ତିରୁପତି, ପୁରୀ ଠାରୁ
56 ଟ୍ରେନ୍ ନଂ. 18425 ପୁରୀ-ଦୁର୍ଗ, ପୁରୀ ଠାରୁ
57 ଟ୍ରେନ୍‌ ନଂ. 12838 ପୁରୀ-ହାଓଡ଼ା, ପୁରୀ ଠାରୁ
58 ଟ୍ରେନ୍‌ ନଂ.18452 ପୁରୀ-ହାଟିଆ, ପୁରୀ ଠାରୁ
59 ଟ୍ରେନ୍‌ ନଂ. 18477 ପୁରୀ-ୟୋଗ ଏନ ବିଶିକେଶ, ପୁରୀ ଠାରୁ
60 ଟ୍ରେନ ନଂ. 12801 ପୁରୀ-ନୂଆଦିଲ୍ଲୀ, ପୁରୀ ଠାରୁ
61 ଟ୍ରେନ୍ 18410 ପୁରୀ-ହାଓଡ଼ା, ପୁରୀ ଠାରୁ
63 ଟ୍ରେନ୍‌ ନଂ. 12838 ପୁରୀ-ହାଓଡ଼ା, ପୁରୀ ଠାରୁ
64 ଟ୍ରେନ୍‌ ନଂ. 18448 ଜଗଦଲପୁର-ଭୁବନେଶ୍ବର, ଜଗଦଲପୁର ଠାରୁ
65 ଟ୍ରେନ୍‌ ନଂ. 20838 ଜୁନାଗଡ଼ ଗୋଡ଼-ଭୁବନେଶ୍ବର, ଜୁନାଗଡ଼ ରୋଡ଼ ଠାରୁ
66 ଟ୍ରେନ୍‌ ନଂ. 22832 ସାଇ ପ୍ରଶାନ୍ତି ନିଳୟମ-ହାଓଡ଼ା, ସାଇ ପ୍ରଶାନ୍ତି ନିଳୟମ୍ ଠାରୁ
67 ଟ୍ରେନ୍‌ ନଂ. 02893 ବାଙ୍ଗାଲୋର କ୍ୟାଣ୍ଟ୍-ଅଗରତାଲା, ବାଙ୍ଗାଲୋର କ୍ୟାଣ୍ଟ ଠାରୁ

4 ଡିସେମ୍ବରରେ ବାତିଲ ହେବାକୁ ଥିବା ଟ୍ରେନଗୁଡ଼ିକ ହେଲା:

1 18463 ଭୁବନେଶ୍ବର-ବାଙ୍ଗାଲୋର ଟ୍ରେନ ଭୁବନେଶ୍ବରରୁ ବାତିଲ
2 22819 ଭୁବନେଶ୍ବର-ବିଶାଖାପାଟଣା ଟ୍ରେନ ଭୁବନେଶ୍ଵରରୁ ବାତିଲ
3 17015 ଭୁବନେଶ୍ବର-ସିକନ୍ଦରାବାଦ ଟ୍ରେନ ଭୁବନେଶ୍ବରରୁ ବାତିଲ
4 18637 ହଟିଆବାଙ୍ଗାଲୋର କ୍ୟାଣ୍ଟ ଟ୍ରେନ ଭୁବନେଶ୍ବରରୁ ବାତିଲ
5 08403 ଖୋର୍ଦ୍ଧା ରୋଡ଼-ପୁରୀ ଟ୍ରେନ ଖୋର୍ଦ୍ଧା ରୋଡ଼ରୁ ବାତିଲ
6 08427 ଅନୁଗୋଳ-ପୁରୀ ଟ୍ରେନ ଅନୁଗୋଳରୁ ବାତିଲ
7 18417/18418 ପୁରୀ-ଗୁଣୁପୁର-ପୁରୀ ଟ୍ରେନ ଉଭୟ ଦିଗରୁ ବାତିଲ
8 12821/12822 ହାଓଡ଼ା-ପୁରୀ-ହାଓଡ଼ା ଟ୍ରେନ ଉଭୟ ଦିଗରୁ ବାତିଲ
9 08431/08432 କଟକ-ପୁରୀ-କଟକ ଟ୍ରେନ ଉଭୟ ଦିଗରୁ ବାତିଲ
10 18105/18106 ରାଉରକେଲା-ପୁରୀ-ରାଉରକେଲା ଟ୍ରେନ ଉଭୟ ଦିଗରୁ ବାତିଲ
11 12807 ବିଶାଖାପାଟଣା-ହଜରତ ନିଜାମୁଦ୍ଦିନ ଟ୍ରେନ ବିଶାଖାପାଟଣାରୁ ବାତିଲ
12 18551 ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ ବିଶାଖାପାଟଣାରୁ ବାତିଲ
13 22202 ପୁରୀ-ସିଆଳଦା ଟ୍ରେନ ପୁରୀରୁ ବାତିଲ
14 15643 ପୁରୀ-କାମାକ୍ଷା ଟ୍ରେନ ପୁରୀରୁ ବାତିଲ
15 12815 ପୁରୀ-ଆନନ୍ଦ ବିହାର ଟର୍ମିନାଲ ଟ୍ରେନ ପୁରୀରୁ ବାତିଲ
16 22974 ପୁରୀ-ଗାନ୍ଧୀଧାମ ଟ୍ରେନ ପୁରୀରୁ ବାତିଲ
17 18424 ନୟାଗଡ଼ ଟାଉନ-ଭୁବନେଶ୍ଵର ଟ୍ରେନ ନୟାଗଡ଼ ଟାଉନରୁ ବାତିଲ
18 12074 ଭୁବନେଶ୍ବର-ହାଓଡ଼ା ଟ୍ରେନ ଭୁବନେଶ୍ଵରରୁ ବାତିଲ
19 12893 ଭୁବନେଶ୍ବର-ବଲାଙ୍ଗୀର ଟ୍ରେନ ଭୁବନେଶ୍ଵରରୁ ବାତିଲ
20 20817 ଭୁବନେଶ୍ବର-ନୂଆଦିଲ୍ଲୀ ଟ୍ରେନ ଭୁବନେଶ୍ଵରରୁ ବାତିଲ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details