ଭୁବନେଶ୍ବର: ଭୟଙ୍କର ରୂପରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ବନ୍ଦର ନଗରୀ ପାରାଦୀପ ଠାରୁ 400 କିମି ଦୂରରେ ରହିଛି ଏହି ଝଡ । ଧୀରେ ଧୀରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଭୀଷଣ ରୂପ ଧାରଣ କରି ଘଣ୍ଟା ପ୍ରତି 8 କିଲୋମିଟର ବେଗରେ ମାଡି ଆସୁଛି ‘ବୁଲବୁଲ’ । ଏହା ଯୋଗୁଁ ଶୁକ୍ରବାର ଆକାଶ ମେଘୁଆ ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି 80ରୁ 90 କିମି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି।
ପାରାଦୀପ ଠାରୁ 400 କିମି ଦୂରରେ ‘ବୁଲବୁଲ’ - ଭୀଷଣ ରୂପ ନେଲା ବୁଲବୁଲ
ଭୀଷଣ ରୂପ ନେଇଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ତ୍ରୀବ ବେଗର ସ୍ଥଳଭାଗ ଆଡକୁ ମାଡି ଆସୁଛି ଏହି ଝଡ । ପାରଦୀପ ଠାରୁ ଏବେ 400 କିମି ଦୂରରେ ରହିଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ଏହାର ପ୍ରଭାବରେ ଆକାଶ ମେଘୁଆ ରହିଛି ।
ପାରାଦ୍ୱୀପ ଠାରୁ 400 କିମି ଦୂରରେ ବୁଲବୁଲ
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Nov 8, 2019, 9:43 AM IST