ଫସିଗଲା ସାଇବର ଠକ, ଫେରାଇଲା ୩ ଲକ୍ଷ - ଫସିଲା ସାଇବର ଠକ
ସାଇବର ହେଲପ ଡେସ୍କର କମାଲ । ଠକଠୁ ଠକି ଫେରାଇ ଆଣିଲା ଠକାମୀ ହୋଇଥିବା ଟଙ୍କା । ଅଧିକ ପଢନ୍ତୁ...
![ଫସିଗଲା ସାଇବର ଠକ, ଫେରାଇଲା ୩ ଲକ୍ଷ ଫସିଗଲା ସାଇବର ଠକ, ଫେରାଇଲା ୩ଲକ୍ଷ](https://etvbharatimages.akamaized.net/etvbharat/prod-images/768-512-10750952-648-10750952-1614100651155.jpg)
ଫସିଗଲା ସାଇବର ଠକ, ଫେରାଇଲା ୩ଲକ୍ଷ
ଭୁବନେଶ୍ବର: ଲୋଭରେ ଫସିଗଲା ସାଇବର ଠକ । ଆଉ ଏକ ଠକେଇ କରିବା ବଦଳରେ ଠକେଇର ଶିକାର ହେଲା ଠକ । ଏମିତି ଢ଼ଙ୍ଗରେ ସାଇବର ଠକ ଠୁ ୩ ଲକ୍ଷ ଫେରିପାଇବାରେ ସଫଳ ହୋଇଛି ଭୁବନେଶ୍ୱର ହେଲପ ଡେସ୍କ ।
ଫସିଗଲା ସାଇବର ଠକ, ଫେରାଇଲା ୩ ଲକ୍ଷ
Last Updated : Feb 23, 2021, 11:00 PM IST