ଓଡିଶା

odisha

By

Published : Nov 15, 2020, 10:55 PM IST

Updated : Nov 16, 2020, 7:02 AM IST

ETV Bharat / city

ଆଜିଠୁ ବିଧାନସଭା ଶୀତ ଅଧିବେଶନ ପାଇଁ କୋଭିଡ ଟେଷ୍ଟ

ଆଜି ବିଧାନସଭା ଅଧିବେଶନ ପାଇଁ ଆରମ୍ଭ ହେବ କୋଭିଡ ଟେଷ୍ଟ । ଯେଉଁ ମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ବିଧାନସଭାରେ ପ୍ରବେଶ ମନା । ଅଧିକ ପଢନ୍ତୁ...

covid19 test for upecomeing winter assemly session
କାଲିଠୁ ବିଧାନସଭା ଶୀତ ଅଧିବେଶନ ପାଇଁ କୋଭିଡ ଟେଷ୍ଟ

ଭୁବନେଶ୍ବର: ଆଜିଠୁ ବିଧାନସଭା ଶୀତ ଅଧିବେଶନ ପାଇଁ କୋଭିଡ ଟେଷ୍ଟ । ଆସନ୍ତା ୨୦ ତାରିଖରେ ବିଧାନସଭା ଆରମ୍ଭ ହେବ । ସେହିଦିନ ଅପରାହ୍ନରେ ଅର୍ଥମନ୍ତ୍ରୀ ଅତିରିକ୍ତ ବିଜେଟ ଉପସ୍ଥାପନ କରିବେ ।

ବିଧାନସଭା ଶୀତ ଅଧିବେଶନ ପାଇଁ କୋଭିଡ ଟେଷ୍ଟ

ଆସନ୍ତା ୧୭ ଓ ୧୮ ତାରିଖ ଦିନ ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଏବଂ ସମ୍ବାଦିକଙ୍କ କୋରୋନା ଟେଷ୍ଟ କରାଯିବ । ଯେଉଁ ମାନଙ୍କର ନେଗେଟିଭ ବାହାରିବ ସେମାନଙ୍କୁ ବିଧାନସଭା ଯିବାକୁ ଅନୁମତି ମିଳିବ । ବିଧାନସଭା ଚାଲିବା ଭିତରେ ଯେଉଁମାନଙ୍କର କିଛି କୋରୋନା ଜନିତ ଲକ୍ଷଣ ଦେଖାଦେବେ ସେମାନଙ୍କର ତୁରନ୍ତ ଆଣ୍ଟିଜେନ ଟେଷ୍ଟ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

Last Updated : Nov 16, 2020, 7:02 AM IST

ABOUT THE AUTHOR

...view details