ଓଡିଶା

odisha

ETV Bharat / city

Odisha Assembly Winter Session: ଶୀତ ଅଧିବେଶନ ପୂର୍ବରୁ ଆରମ୍ଭ ହେଲା କୋଭିଡ ଟେଷ୍ଟ - ଶୀତକାଳୀନ ଅଧିବେଶନ

ଶୀତକାଳୀନ ଅଧିବେଶନ ପୂର୍ବରୁ ବିଧାନସଭା (Odisha Assembly Winter Session)ପରିସରରେ ଆରମ୍ଭ ହେଲା ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ

Odisha Assembly Winter Session :ଆଜି ଠୁ  ଆରମ୍ଭ ହେଲା କୋଭିଡ ଟେଷ୍ଟ
Odisha Assembly Winter Session :ଆଜି ଠୁ ଆରମ୍ଭ ହେଲା କୋଭିଡ ଟେଷ୍ଟ

By

Published : Nov 28, 2021, 12:29 PM IST

Updated : Nov 28, 2021, 12:36 PM IST

ଭୁବନେଶ୍ବର: ସୋମବାର ଠୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ (Odisha Assembly Winter Session) । ଏନେଇ ଆଜିଠୁ ଆରମ୍ଭ ହେଲା କୋଭିଡ ଟେଷ୍ଟ (Covid Test) । ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ କୋଭିଡ ଟେଷ୍ଟ ଆରମ୍ଭ ହୋଇଯାଇଛି ।

ସଦସ୍ୟ ମାନଙ୍କ ସହ ସମସ୍ତ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ହେବ କୋଭିଡ ଟେଷ୍ଟ। ବିଧାୟକ, ମନ୍ତ୍ରୀ,କର୍ମଚାରୀ ,ସାମ୍ବାଦିକ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ। RTPCR ଟେଷ୍ଟ ସହ ଆଣ୍ଟିବଡି ଟେଷ୍ଟ (Antibody Test) ମଧ୍ୟ କରାଯାଉଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 28, 2021, 12:36 PM IST

ABOUT THE AUTHOR

...view details