ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି । ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକ ମାନଙ୍କ ହେବ କୋରୋନା ଟେଷ୍ଟ, ଏଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଶୀତ ଅଧିବେଶନର ପୂର୍ବରୁ ହେବ କୋରୋନା ଟେଷ୍ଟ
ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକ ମାନଙ୍କ ହେବ କୋରୋନା ଟେଷ୍ଟ । ବିଧାନସଭା ଶୀତ ଅଧିବେଶନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ...
ଶୀତ ଅଧିବେଶନର ପୂର୍ବରୁ ହେବ କୋରୋନା ଟେଷ୍ଟ
17, 18, 19 ତାରିଖ ଦିନ ପରିକ୍ଷା କରାଯିବା ନେଇ ଦିନ ମଧ୍ୟ ଧାର୍ଯ୍ୟ ହୋଇଛି । ସକାଳ ୮.୩୦ ରେ ଏହି ପରିକ୍ଷା କରାଯିବ । ଏନେଇ ଆରଏମସିକୁ ଜଣାଇଯାଇଛି । ଏଥିପାଇଁ ମହାନଗର ନିଗମ ସମସ୍ତ ସରଞ୍ଜାମ ଯୋଗଦେବ । ଏହାସହ ଲୋକସେବା ଭବନର ସମସ୍ତ ସଦସ୍ୟଙ୍କ ମଧ୍ୟ କୋଭିଡ ପରିକ୍ଷା କରଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ