ଓଡିଶା

odisha

ETV Bharat / city

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କୋରୋନା, ଆଶୁ ଆରୋଗ୍ଯ କାମନା କଲେ ମୁଖ୍ୟମନ୍ତ୍ରୀ - pradipt nayak corona

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋରୋନା ପଜିଟିଭ । ରିପୋର୍ଟ ପଜିଟିଭ ଆସିଥିବା ନେଇ ଟ୍ବିଟ କରି ସୂଚନା ଦେଲେ ପ୍ରଦୀପ୍ତ । ଅଧିକ ପଢନ୍ତୁ...

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କୋରୋନା
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କୋରୋନା

By

Published : Apr 19, 2021, 11:24 AM IST

Updated : Apr 19, 2021, 4:58 PM IST

ଭୁବନେଶ୍ବର:ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋରୋନା ପଜିଟିଭ । ବାରମ୍ବାର କୋଭିଡ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଦୀପ୍ତ । ସେ ଟ୍ବିଟ କରି, ଗତ 5 ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ । ସଙ୍ଗରୋଧ ରହିବା ସହ ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କୋରୋନା

। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କୋରୋନା, ଆଶୁ ଆରୋଗ୍ଯ କାମନା କଲେ ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ନିକଟରେ କୋରୋନାରେ ଆକ୍ରାନ୍ତ ହୋଇ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ମଙ୍ଗରାଜଙ୍କ ମାଆ ମଧ୍ୟ କୋରୋନାରେ ପ୍ରାଣ ହାରାଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Apr 19, 2021, 4:58 PM IST

ABOUT THE AUTHOR

...view details