ଭୁବନେଶ୍ବର: ହସ୍ପିଟାଲରେ ହେବ ବାଧ୍ୟତାମୂଳକ ହେଲ୍ପ ଡେସ୍କ। କୋଭିଡ ରୋଗୀ ଚିକିତ୍ସା ହେଉଥିବା ସମୟରେ ପରିବାର ସଦସ୍ୟ ଜାଣିପାରିବେ ରୋଗୀଙ୍କ ବିଷୟରେ ସୂଚନା। ଗୋଟେପଟେ ରାଜ୍ୟରେ କାୟା ବିସ୍ତାର କରୁଛି କରୋନା ଆକ୍ରାନ୍ତ। ଏପଟେ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଲକ୍ଷଣ ନଥିବା ରୋଗୀଙ୍କୁ ହୋମ ଆଇସଲେସନ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।
ହସ୍ପିଟାଲରେ ହେବ ବାଧ୍ୟତାମୂଳକ ହେଲ୍ପ ଡେସ୍କ - covisd hospital
ହସ୍ପିଟାଲରେ ହେବ ବାଧ୍ୟତାମୂଳକ ହେଲ୍ପ ଡେସ୍କ। କୋଭିଡ ରୋଗୀ ଚିକିତ୍ସା ହେଉଥିବା ସମୟରେ ପରିବାର ସଦସ୍ୟ ଜାଣିପାରିବେ ରୋଗୀଙ୍କ ବିଷୟରେ ସୂଚନା। ଗୋଟେପଟେ ରାଜ୍ୟରେ କାୟା ବିସ୍ତାର କରୁଛି କରୋନା ଆକ୍ରାନ୍ତ। ଅଧିକ ପଢନ୍ତୁ..
ହସ୍ପିଟାଲରେ ହେବ ବାଧ୍ୟତାମୂଳକ ହେଲ୍ପ ଡେସ୍କ
ସେପଟେ ସମସ୍ତ ହସ୍ପିଟାଲରେ କୋଭିଡ ସମ୍ବନ୍ଧରେ ବୁଝିବା ପାଇଁ ହେଲ୍ପ ଡେସ୍କ କରାଯିବା ବାଧ୍ୟତାମୂଳକ। କୋଭିଡ ରେ ଆକ୍ରାନ୍ତ ଥିବା ରୋଗୀଙ୍କ ସମର୍କୀୟ ଏହି ହେଲ୍ପ ଡେସ୍କ ରେ ବୁଝି ସୂଚନା ପାଇପାରିବେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ