ଭୁବନେଶ୍ବର :ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଡିଲା କୋଭିଡ ସଚେତନତା ରଥ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଡିଲା କୋଭିଡ ସଚେତନତା ରଥ। ସଂସ୍କୃତି ଭବନ ଭୁବନେଶ୍ବର ଠାରେ ଏହାର ଶୁଭ ଉଦଘାଟନ କରାଯାଇଛି । ୟୁନିସେଫ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ୧୨ ଜ଼ିଲ୍ଲାରେ ୧୫ ଦିନ ପର୍ଯ୍ୟନ୍ତ କୋରୋନା ସଚେତନ ରଥ ଗଡିବ। କୋରୋନାର ୩ ଲହରୀ ଆସିବା ପୂର୍ବରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏଭଳି ପ୍ରୟାସ କରାଯାଇଛି ।
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଡିଲା କୋଭିଡ ସଚେତନତା ରଥ - covid Awareness
ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଡିଲା କୋଭିଡ ସଚେତନତା ରଥ । ଅଧିକ ପଢନ୍ତୁ...
ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଡିଲା କୋଭିଡ ସଚେତନତା ରଥ
ଜଣାଶୁଣା ଅଭିନେତା ଓ କଣ୍ଠଶିଳ୍ପୀଙ୍କୁ ନେଇ ୩ ଟି ଭିଡିଓ ଓ ୨ଟି ଗୀତ ପ୍ରସ୍ତୁତ କରାଯାଇଛି । ଏହି ସଚେତନତା ଗାଡି ଉପନେତା ଅଞ୍ଚଳ ସମେତ କଟକ ଓ ଭୁବନେଶ୍ବର ବାସିନ୍ଦାଙ୍କୁ ସଚେତନତା କରାଇବା । ଆଉ ଅମାନିଆଙ୍କୁ ମଧ୍ୟ ଏହି ଏହା ମାଧ୍ୟମରେ ଗାଡି ବୁଲି ବୁଲି ସଚେତନତା କରିବ। କାର୍ଯ୍ୟକ୍ରମରେ ୟୁନିସେଫ ଓଡିଶା ମୁଖ୍ୟ ଲୋପାମୁଦ୍ରା ତ୍ରିପାଠୀ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ