ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଏଣିକି ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ ପରୀକ୍ଷା । ଯାହାର ମୂଲ୍ୟ 450 ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଆରସି-ପିସିଆର ଟେଷ୍ଟ ପାଇଁ 2200 ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ IMCR ଗାଇଡଲାଇନ ମାନି ଟେଷ୍ଟ କରିପାରିବେ ଘରୋଇ ଲ୍ୟାବ।
ଭୁବନେଶ୍ବରର 4ଟି ଘରୋଇ ଲ୍ୟାବକୁ ଆରସି-ପିସିଆର ଟେଷ୍ଟ ପାଇଁ ଅନୁମତି ମିଳିଥିଲା ।