ଭୁବନେଶ୍ବର: ରାଜଧାନୀର ବିଭିନ୍ନ ମଲରେ କୋରୋନାକୁ ନୋ ଏଣ୍ଟ୍ରି । କମିସନରେଟ ପୋଲିସର କଡା ନିୟମ ପରେ ଆଡଭାଇଜରି ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକ ମଲ ଭିତରକୁ ପ୍ରବେଶ କରିବେ । ଲୋକଙ୍କଠାରୁ ମଲ ଭିତରେ ୬ ଫୁଟ ଦୂରରେ ରହିବେ । କୌଣସି ସେଲସ ପ୍ରମୋସନ ପାମ୍ପଲେଟ ବାଣ୍ଟିପାରିବେ ନାହିଁ ।
ସେଲସ ସର୍ଭିସ ମ୍ୟାନ ଗ୍ରାହକଙ୍କୁ ଜିନିଷ ଦେଖାଇବା ବେଳେ ମାସ୍କ ପିନ୍ଧିବେ । ଦୋକାନର ସମସ୍ତ ଏଣ୍ଟ୍ରିରେ ଷ୍ଟେରି ଲାଇଜଡ ଲିକ୍ୟୁଇଡି ବା ହାତକୁ ଭଲ ଭାବରେ ସଫା କରିବେ ।