ଭୁବନେଶ୍ବର: ସବୁ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଟୀକା ନେବା ବାଧ୍ୟତାମୂଳକ ନୁହେଁ । ଯିଏ ଚାହିଁବେ ସେମାନଙ୍କୁ ଟୀକା ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ 10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା । ଟୀକା ପହଁଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟୀକା କରଣ ହେବ। ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ । ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟୀକା ଆସିଛି । ତାହାକୁ 2 ଟି ଡୋଜରେ ଦିଆଯିବ। ପ୍ରଥମ ଡୋଜର 28 ଦିନ ପରେ ସେକେଣ୍ଡ ଡୋଜ ଦିଆଯିବ ।
10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା - vaccine will reach within 10 days
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ 10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା । ଟୀକା ପହଁଞ୍ଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟୀକା କରଣ ହେବ। ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଅଧିକ ପଢନ୍ତୁ...
10 ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟୀକା
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ସଞ୍ଜୀବ ରାୟ, ଇଟିଭି ଭାରତ