ଓଡିଶା

odisha

ETV Bharat / city

ଦିନକରେ 570 ଆକ୍ରାନ୍ତ, 12 ହଜାର ଟପିଲା ସଂକ୍ରମିତ ସଂଖ୍ୟା - 12 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ 570 ନୂଆ ଆକ୍ରାନ୍ତ ଚିହ୍ନଟ । ଫଳରେ 12 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା । ସେପଟେ ଆଉ 5 ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଦିନକରେ 570 ଆକ୍ରାନ୍ତ, 12 ହଜାର ଟପିଲା ସଂକ୍ରମିତ ସଂଖ୍ୟା
ଦିନକରେ 570 ଆକ୍ରାନ୍ତ, 12 ହଜାର ଟପିଲା ସଂକ୍ରମିତ ସଂଖ୍ୟା

By

Published : Jul 11, 2020, 11:28 AM IST

ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ 570 ନୂଆ ଆକ୍ରାନ୍ତ ଚିହ୍ନଟ । ଫଳରେ 12 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା । ସେପଟେ ଆଉ 5 ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 384 କ୍ବାରେଣ୍ଟାଇନ ସେଣ୍ଟରରୁ ଓ 186 ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।

ଦିନକରେ 570 ଆକ୍ରାନ୍ତ, 12 ହଜାର ଟପିଲା ସଂକ୍ରମିତ ସଂଖ୍ୟା

19 ଜିଲ୍ଲା ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 11, ବାଲେଶ୍ବରରୁ 3, ଭଦ୍ରକରୁ 2, ବୌଦ୍ଧରୁ 3, କଟକରୁ 46, ଗଜପତିରୁ 25, ଗଞ୍ଜାମରୁ 218, ଜଗତସିଂହପୁରରୁ 16, ଯାଜପୁରରୁ 40, ଝାରସୁଗୁଡାରୁ 31, କେନ୍ଦ୍ରାପଡାରୁ 6, କେନ୍ଦୁଝରରୁ 14, ଖୋର୍ଦ୍ଧାରୁ 37, କୋରାପୁଟରୁ 11, ମୟୂରଭଞ୍ଜରୁ 10, ନୟାଗଡରୁ 37, ପୁରୀରୁ 15, ସମ୍ବଲପୁରରୁ 1 ଓ ସୁନ୍ଦରଗଡରୁ 44 ଜଣ ରହିଛନ୍ତି ।

ତେବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 12,526 ରହିଥିବାବେଳେ 7972 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଥିବାବେଳେ 4475ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details