ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 1201 ଆକ୍ରାନ୍ତ

ରାଜ୍ୟରେ ଦିନକରେ 1201 ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତ ସଂଖ୍ୟା 294415କୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ
ରାଜ୍ୟରେ କମୁଛି ସଂକ୍ରମଣ

By

Published : Nov 3, 2020, 10:58 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ 1201 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କ୍ବାରେଣ୍ଟାଇନ ସେଣ୍ଟରରୁ 697 ଓ ସ୍ଥାନୀୟ ଅଞ୍ଚଳରୁ 504 ଜଣ ଅଛନ୍ତି ।

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 132 ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ 49, ଖୋର୍ଦ୍ଧାରୁ 132, କଟକରୁ 69, ବାଲେଶ୍ବରରୁ 48, ବରଗଡରୁ 5, ଭଦ୍ରକରୁ 27, ବଲାଙ୍ଗୀରରୁ 52, ବୌଦ୍ଧରୁ 8, ଢେଙ୍କାନାଳରୁ 14, ଗଞ୍ଜାମରୁ 61, ଗଜପତିରୁ 2, ଦେବଗଡରୁ 5, ଜଗତସିଂହପୁରରୁ 73 ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ 28, ଝରସୁଗୁଡାରୁ 35, କଳାହାଣ୍ଡିରୁ 26, କନ୍ଧମାଳରୁ 9, କେନ୍ଦ୍ରାପଡାରୁ 43, କେନ୍ଦୁଝରରୁ 32, କୋରାପୁଟରୁ 28, ମାଲକାନଗିରିରୁ 30, ମୟୂରଭଞ୍ଜରୁ 73, ନବରଙ୍ଗପୁରରୁ 24, ନୟାଗଡରୁ 14 , ନୂଆପଡାରୁ 57, ପୁରୀରୁ 43, ରାୟଗଡାରୁ 15, ସମ୍ବଲପୁରରୁ 31, ସୋନପୁରରୁ 24, ସୁନ୍ଦରଗଡରୁ 67 ଓ ଷ୍ଟେଟପୁଲ 24 ଜଣ ରହିଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 294415 ରହିଥିବାବେଳେ 279091 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ମୋଟ ମୃତ୍ୟୁ ସଂଖ୍ୟା 1352ରେ ପହଞ୍ଚିଛି । ଫଳରେ 13919ଟି ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ମୋଟ 4687272ଟି ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details