ଭୁବନେଶ୍ବର: ସୋମବାର ରାଜ୍ୟରେ ସୁସ୍ଥ ହେଲେ 2519 ଆକ୍ରାନ୍ତ । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 73 ହଜାର 233 ଜଣ । 30ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧାରେ ସୁସ୍ଥ ହେଲେ 419, ଗଞ୍ଜାମରେ ସୁସ୍ଥ ସଂଖ୍ୟା 216, ପୁରୀରେ ସୁସ୍ଥ ସଂଖ୍ୟା 210, ରାୟଗଡାରେ ସୁସ୍ଥ ସଂଖ୍ୟା 205, କୋରାପୁଟରେ ସୁସ୍ଥ ସଂଖ୍ୟା 169, ମୟୂରଭଞ୍ଜରେ 150, କଟକରେ 129 ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ସୁସ୍ଥ ହେଲେ 2519, ସୁସ୍ଥ ସଂଖ୍ୟା 73 ହଜାର ପାର - corona recovery update in odisha
ସୋମବାର ରାଜ୍ୟରେ ସୁସ୍ଥ ହେଲେ 2519 ଆକ୍ରାନ୍ତ । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 73 ହଜାର 233 ଜଣ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ରାଜ୍ୟରେ ସୁସ୍ଥ ହେଲେ 2519
ବାଲେଶ୍ୱରରେ 100, ନୟାଗଡରେ 95, ସମ୍ବଲପୁରରେ 85, ମାଲକାନଗିରିରେ 84, ଭଦ୍ରକରେ 77, ଢେଙ୍କାନାଳରେ 76, ନବରଙ୍ଗପୁରରେ 58, କନ୍ଧମାଳରେ 48, ବଲାଙ୍ଗୀରରେ 45, ସୁନ୍ଦରଗଡରେ 42, ଗଜପତିରେ 40, କେନ୍ଦ୍ରାପଡାରେ 39, ଝରସୁଗୁଡ଼ା ଓ କେନ୍ଦୁଝରରେ 38, ସୁବର୍ଣ୍ଣପୁରରେ 33, ନୂଆପଡାରେ 28, ଜଗତସିଂହପୁରରେ 27, ବରଗଡରେ 25, କଳାହାଣ୍ଡିରେ 19, ଯାଜପୁରରେ 12, ଦେବଗଡରେ 7, ବୌଦ୍ଧରେ 4 ଓ ଅନୁଗୋଳରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ସୁସ୍ଥ ହୋଇଛନ୍ତି 73233 ଜଣ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ