ଭୁବନେଶ୍ବର: ରାଜ୍ୟରେ ଆଉ 30 ଆକ୍ରାନ୍ତ ସୁସ୍ଥ। ତେବେ ମୋଟ ସୁସ୍ଥ ହୋଇଛନ୍ତି 196ଜଣ । ରାଜ୍ୟରେ ଦିନକୁ ଦିନ ଯେଉଁଭଳି ଭାବରେ କୋରୋନା କାୟା ବିସ୍ତାର କରୁଛି ସେହିଭଳି ଭାବରେ ମଧ୍ୟ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେବେ ରାଜ୍ୟରେ ଶନିବାର ଏକା ସାଙ୍ଗରେ 30 ଜଣ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ସୁସ୍ଥ ହେଲେ ଆଉ 30 କୋରୋନା ଆକ୍ରାନ୍ତ - corona press meet
ରାଜ୍ୟରେ ଦିନକୁ ଦିନ ଯେଉଁଭଳି ଭାବରେ କୋରୋନା କାୟା ବିସ୍ତାର କରୁଛି ସେହିଭଳି ଭାବରେ ମଧ୍ୟ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେବେ ରାଜ୍ୟରେ ଶନିବାର ଏକାସାଙ୍ଗରେ 30ଜଣ ସୁସ୍ଥ ହୋଇଛନ୍ତି ।
![ରାଜ୍ୟରେ ସୁସ୍ଥ ହେଲେ ଆଉ 30 କୋରୋନା ଆକ୍ରାନ୍ତ ରାଜ୍ୟରେ ଆଉ ସୁସ୍ଥ ହେଲେ 30 ଆକ୍ରାନ୍ତ](https://etvbharatimages.akamaized.net/etvbharat/prod-images/768-512-7225678-thumbnail-3x2-screenshot-1502-6768.jpg)
ରାଜ୍ୟରେ ଆଉ ସୁସ୍ଥ ହେଲେ 30 ଆକ୍ରାନ୍ତ
ରାଜ୍ୟରେ ଆଉ ସୁସ୍ଥ ହେଲେ 30 ଆକ୍ରାନ୍ତ
ରାଜ୍ୟରେ 86140 ଟେଷ୍ଟ କରାଯାଇଥିବାବେଳେ 737 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 196 ଜଣ ସୁସ୍ଥ ହୋଇଛନ୍ତି । ଏଥିମଧ୍ୟରୁ ସକ୍ରିୟ ଅଛନ୍ତି 538 ଜଣ ଓ 3 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ଯେଉଁମାନଙ୍କର କୋରୋନା ପଜିଟିଭ ରିପୋର୍ଟ ଆସୁଛି, ସେମାନେ ପ୍ରାୟ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରର ଓ କଣ୍ଟେନମେଣ୍ଟ ଜୋନ୍ର ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ