ଭୁବନେଶ୍ବର:ରମାଦେବୀ ବିଶ୍ବବିଦ୍ୟାଳୟକୁ ଛୁଇଁଲା କରୋନା । ବିଶ୍ୱବିଦ୍ୟାଳୟର ଜଣେ ପ୍ରାଧ୍ୟାପିକା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ପ୍ରାଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଛାତ୍ରୀ ଓ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯିବ ।
ଗୁରୁବାର(ଆସନ୍ତାକାଲି) ବିଶ୍ୱବିଦ୍ୟାଳୟର ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀଙ୍କ କୋରୋନା ଟେଷ୍ଟ ହେବ । ପାଖାପାଖି 200 ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢୁଥିବା ଦେଖାଯାଉଛି ।
ରମାଦେବୀ ବିଶ୍ବବିଦ୍ୟାଳୟକୁ ଛୁଇଁଲା କୋରୋନା, ଜଣେ ପ୍ରାଧ୍ୟାପିକା ସଂକ୍ରମିତ - ରମାଦେବୀ ବିଶ୍ବବିଦ୍ୟାଳୟ
ରମାଦେବୀ ବିଶ୍ବବିଦ୍ୟାଳୟର ଜଣେ ପ୍ରାଧ୍ୟାପିକା କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...
ରମାଦେବୀ ବିଶ୍ବବିଦ୍ୟାଳୟକୁ ଛୁଇଁଲା କରୋନା, ଜଣେ ପ୍ରାଧ୍ୟାପିକା ସଂକ୍ରମିତ
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ