ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 642 ଆକ୍ରାନ୍ତ ଚିନ୍ହଟ - ହୋମ କ୍ବାରେଣ୍ଟାଇନ

ଆଜି ଦିନକରେ 642 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 30 ଟି ଜିଲ୍ଲାରେ 642 ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ 70ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 642 ଆକ୍ରାନ୍ତ ଚିନ୍ହଟରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 642 ଆକ୍ରାନ୍ତ ଚିନ୍ହଟରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 642 ଆକ୍ରାନ୍ତ ଚିନ୍ହଟ
ରାଜ୍ୟରେ କମୁଛି ସଂକ୍ରମଣ, ଆଜି ଦିନକରେ 642 ଆକ୍ରାନ୍ତ ଚିନ୍ହଟ

By

Published : Nov 24, 2020, 12:52 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ । ଆଜି ଦିନକରେ 642 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 30 ଟି ଜିଲ୍ଲାରେ 642 ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ 3 ଲକ୍ଷ 15 ହଜାର 271 ଜଣ ସଂକ୍ରମିତ ହୋଇଛନ୍ତି ।

ହୋମ କ୍ବାରେଣ୍ଟାଇନରୁ 374 ଚିହ୍ନଟ ହୋଇଥିବା ବେଳେ 268 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅନୁଗୋଳ 46, ବାଲେଶ୍ବରରେ 25, ବରଗଡରେ 15, ଭଦ୍ରକରେ 20, ବଲାଙ୍ଗୀର ରେ16, ବୌଦ୍ଧରେ 6, କଟକରେ 26, ଢେଙ୍କାନଳରେ 16, ଗଂଜାମରେ 6, ଦେଓଗଡରେ 4, ଜଗତସିଂହପୁର ରେ 18, ଯାଜପୁର ରେ 15, ଝରସୁଗୁଡ଼ାରେ 21, କଳାହାଣ୍ଡିରେ 7, କନ୍ଧମାଳରେ 3 , କେନ୍ଦ୍ରାପଡାରେ 16, କେନ୍ଦୁଝରରେ 70, କୋରାପୁଟରେ 10, ମାଲକାନଗିରିରରେ 4 , ମୟୂରଭଞ୍ଜରେ 41, ନବରଙ୍ଗପୁରରେ 4, ନୟାଗଡରେ 2 , ନୂଆପଡାରେ 69, ପୁରୀରେ 17, ରାୟଗଡାରେ 5, ସମ୍ବଲପୁରରେ 19, ସୋନପୁରରେ 2, ସୁନ୍ଦରଗଡରେ 66, ଷ୍ଟେଟ ପୋଲ 12ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 15 ହାଜର 271 ଥିବାବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 6 ହଜାର 726 ଜଣ ଓ ସକ୍ରିୟ 6 ହଜାର 821 ରହିଛି । ତେବେ ରାଜ୍ୟରେ ସର୍ବମୋଟ ଟେଷ୍ଟ 5642407 ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details