ଭୁବନେଶ୍ବର: ସିଲଭର ସିଟିରେ କୋରୋନା ହସ୍ପିଟାଲ । କଟକର ଏକ ଘରୋଇ ହସ୍ପିଟାଲକୁ କୋରୋନା ହସ୍ପିଟାଲ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଟା ଆର ବାଳକ୍ରୀଷ୍ଣାନ, ପୂର୍ତ୍ତି ସଚିବ କୃଷନ କୁମାର, କଟକ ଜିଲ୍ଲାପାଳ ପ୍ରମୁଖ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କଟକରେ ବି ହେବ କୋରୋନା ହସ୍ପିଟାଲ
କଟକର ଏକ ଘରୋଇ ଡାକ୍ତରଖାନା ହେବ କୋଭିଡ ହସ୍ପିଟାଲ । ଏନେଇ ରାଜ୍ୟ ସରକାରଙ୍କ ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କଟକରେ ବି ହେବ କୋରୋନା ହସ୍ପିଟାଲ
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ