ଓଡିଶା

odisha

ETV Bharat / city

କୋରୋନା ମୁକାବିଲା: ରାଜ୍ୟ ସରକାର ଗଠନ କଲେ ବିଶେଷଜ୍ଞ କମିଟି - କୋରୋନା ରାଜ୍ୟସରକାର

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟରେ କ୍ରୀଡା ସଚିବ ବିଶାଲ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ସାମିଲ ରହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 1, 2020, 7:30 PM IST

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟରେ କ୍ରୀଡା ସଚିବ ଭିଶାଲ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ସାମିଲ ରହିଛନ୍ତି ।

କୋରୋନା ମୁକାବିଲା: ରାଜ୍ୟ ସରକାର ଗଠନ କଲେ ବିଶେଷଜ୍ଞ କମିଟି

ଏହାସହ ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧି, କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ରହିଛନ୍ତି। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ସାମିଲ ହେବେ। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରୁ ବିଶେଷଜ୍ଞ କମିଟରେ ସାମିଲ ହୋଇପାରିବେ।

Covid-19 ମହାମାରୀର ପରିସ୍ଥିତିର ମୁକାବିଲା ପାଇଁ ରଣନୈତିକ କୌଶଳ ଦିଗ ଓ ବିଭିନ୍ନ ପଦକ୍ଷେପ ପ୍ରଦାନ କରିବା ଏବଂ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏହି କମିିଟି ଗଠନ କରାଯାଇଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details