ଭୁବନେଶ୍ବର: ରାଜ୍ୟରେ ଆଜି 2 ଜଣଙ୍କର ମୁଣ୍ଡ ନେଇଛି କୋରୋନା। ରାଜ୍ୟରେ ମୃତୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ ମୁଣ୍ଡ ଗଡ଼ିଛି। ରାଜ୍ୟରେ 1885 ଜଣଙ୍କର ମୃତ୍ୟୁ ଘଟିଲାଣି। ବାଲେଶ୍ୱରରେ 52 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡରେ 37 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 1885 ରେ ପହଁଚିଛି।
ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 2 ମୃତ - corona take 2 life
ରାଜ୍ୟରେ ପୁଣି ଗଡ଼ିଲା 2 ଜଣଙ୍କ ମୁଣ୍ଡ। ରାଜ୍ୟରେ କୋରୋନାର ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1885। ଅଧିକ ପଢନ୍ତୁ...
ରାଜ୍ୟରେ କମୁଛି କରୋନା ମୃତ୍ୟୁ ସଂଖ୍ୟା, ଦିନକରେ 2 ଜଣ ମୃତ୍ୟୁ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ