ଓଡିଶା

odisha

ETV Bharat / city

ରାଜ୍ୟରେ ଲମ୍ବୁଛି ସଂକ୍ରମଣର ଚେର, 24 ଘଣ୍ଟାରେ 4180 ମାମଲା ଚିହ୍ନଟ - corna status

ରାଜ୍ୟରେ ବଢିଚାଲିଛି ସଂକ୍ରମଣର ଚେର। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ 24 ଘଣ୍ଟାରେ ରାଜ୍ୟରେ 4180 କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଲମ୍ବୁଛି ସଂକ୍ରମଣର ଚେର, 24 ଘଣ୍ଟାରେ 4180 ମାମଲା ଟିହ୍ନଟ
ରାଜ୍ୟରେ ଲମ୍ବୁଛି ସଂକ୍ରମଣର ଚେର, 24 ଘଣ୍ଟାରେ 4180 ମାମଲା ଟିହ୍ନଟ

By

Published : Sep 18, 2020, 11:53 AM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି ସଂକ୍ରମଣର ଚେର। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ 24 ଘଣ୍ଟାରେ ରାଜ୍ୟରେ 4180 କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 4180 ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ 1714 ମାମଲା ରହିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ଲମ୍ବୁଛି ସଂକ୍ରମଣର ଚେର, 24 ଘଣ୍ଟାରେ 4180 ମାମଲା ଟିହ୍ନଟ

ତେବେ ଆଜି ଅନୁଗୋଳରେ 155, ବାଲେଶ୍ବରରେ 133,ବରଗଡରେ 100, ଭଦ୍ରକରେ 81 ଓ ବଲାଙ୍ଗୀରରେ 73 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବୌଦ୍ଧରେ 56,କଟକରେ 492,ଦେବଗଡରେ 10, ଢେଙ୍କାନାଳରେ 67,ଗଜପତି 25, ଗଞ୍ଜାମ 58, ଜଗତସିଂହପରୁ 123, ଯାଜପରୁ 184, ଝାରସୁଗୁଡା 83,କଳାହାଣ୍ଡି 67,କନ୍ଧମାଳ 77, କେନ୍ଦ୍ରାପଡ 121, କେଉଁଝର 73, ଖୋର୍ଦ୍ଧା 688, କୋରାପୁଟ 99, ମାଲକାନଗିରି 53 ଆକ୍ରାନ୍ତ ରହିଛନ୍ତି।

ରାଜ୍ୟରେ ଲମ୍ବୁଛି ସଂକ୍ରମଣର ଚେର, 24 ଘଣ୍ଟାରେ 4180 ମାମଲା ଟିହ୍ନଟ

ଅନ୍ୟପଟେ ମୟୂରଭଞ୍ଜ 163, ନବରଙ୍ଗପୁର 73,ନୟାଗଡ 54,ନୂଆପଡା 54,ପୁରୀ 166,ରାୟଗଡା 160, ସମ୍ବଲପୁର 127, ସୋନପୁର 62,ସୁନ୍ଦରଗଡ 166 ରହିଛି। ରାଜ୍ୟରେ ନୂଆ ସୁସ୍ଥ ହାର 3607 ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା 171341 ରହିଥିବା ବେଳେ ସୁସ୍ଥ ହାର 13,3466 ପହଁଞ୍ଚିଛି। ସେହିପରି ସକ୍ରିୟ ମାମଲା 37140ରେ ପହଁଞ୍ଚିଛି।

ରାଜ୍ୟରେ ଲମ୍ବୁଛି ସଂକ୍ରମଣର ଚେର, 24 ଘଣ୍ଟାରେ 4180 ମାମଲା ଟିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ୩୯,୬୨୮ ଟି ଆଣ୍ଟିଜେନ ଟେଷ୍ଟ ହୋଇଥିବାବେଳେ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details