ଓଡିଶା

odisha

By

Published : Sep 6, 2020, 12:03 PM IST

ETV Bharat / city

ରାଜ୍ୟରେ ପୁଣି କୋରୋନା ନେଲା 8 ଜୀବନ, ମୃତ୍ୟୁ ସଂଖ୍ୟା 541

ରାଜ୍ୟରେ ପୁଣି ଗଡ଼ିଲା ମୁଣ୍ଡ। କରୋନା ନେଲା ଆଉ 8 ଜୀବନ। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 541।

ରାଜ୍ୟରେ ପୁଣି କୋରୋନା ନେଲା 8 ଜୀବନ, ମୃତ୍ୟୁ ସଂଖ୍ୟା 541
ରାଜ୍ୟରେ ପୁଣି କୋରୋନା ନେଲା 8 ଜୀବନ, ମୃତ୍ୟୁ ସଂଖ୍ୟା 541

ଭୁବନେଶ୍ବର: ରାଜ୍ୟରେ ଆଜି 8 ଜଣଙ୍କର ମୁଣ୍ଡ ନେଇଛି କୋରୋନା। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନାରେ ମୁଣ୍ଡ ଗଡ଼ିଛି। ରାଜ୍ୟରେ 541 ଜଣଙ୍କର ମୃତ୍ୟୁ ଘଟିଲାଣି।

ଭୁବନେଶ୍ୱରରେ 48 ବର୍ଷ ର ପୁରୁଷ, ଗଞ୍ଜାମରେ 48 ବର୍ଷ , 45 ବର୍ଷ, 56 ବର୍ଷ ଓ 78 ବର୍ଷର ପୁରୁଷ। କୋରାପୁଟରେ 49 ବର୍ଷ ର ମହିଳା, ରାୟଗଡା ରେ 38 ବର୍ଷର ପୁରୁଷ, ସୁନ୍ଦରଗଡ଼ରେ 80 ବର୍ଷର ପୁରୁଷ। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା 541 ରେ ପହଁଚିଛି।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ABOUT THE AUTHOR

...view details