ଓଡିଶା

odisha

ETV Bharat / city

କେନ୍ଦ୍ର ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ - merger of cooperative bank

କେନ୍ଦ୍ର ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ହେବ। ଏନେଇ ଏକ ପ୍ରସ୍ତାବ ଦେଇଛନ୍ତି ସମବାୟ ରେଜିଷ୍ଟ୍ରାର । ଅଧିକ ପଢନ୍ତୁ...

କେନ୍ଦ୍ରର ସମବାୟ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ

By

Published : Oct 16, 2019, 10:41 PM IST

ଭୁବନେଶ୍ବର: ମିଶିପାରନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ସମବାୟ ବ୍ୟାଙ୍କ । ଉଭୟ ବ୍ୟାଙ୍କକୁ ମିଶ୍ରଣ ପାଇଁ ସମବାୟ ରେଜିଷ୍ଟ୍ରାର ଦେଇଛି ପ୍ରସ୍ତାବ । ଏନେଇ ସମବାୟ ସଚିବଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି ।

କେନ୍ଦ୍ରର ସମବାୟ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ

ତେବେ ଏ ଦୁଇଟି ଭିନ୍ନଭିନ୍ନ ସଂସ୍ଥା ହେଉଥିବାରୁ ଋଣ ପ୍ରଦାନ ସମୟରେ ସଠିକ ଭାବରେ ମୂଲ୍ୟାୟନ କରିବାରେ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପ୍ରସ୍ତାବ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details