ଓଡିଶା

odisha

ETV Bharat / city

'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି'

ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲୁ ହେଲେ ଆମର ଚାକିରୀ ନାହିଁ । ସରକାର ମିଛ ପ୍ରତିଶ୍ରୁତି ଦେଇ ଆମକୁ ଅନ୍ଧାର ଘେରରେ ରଖିଛି । ଯାହା ଫଳରେ ଧାରଣାରେ ଛାତ୍ରଛାତ୍ରୀ । ଅଧିକ ଖବର ପଢନ୍ତୁ...

'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି'
'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି'

By

Published : Dec 18, 2019, 9:35 AM IST

ଭୁବନେଶ୍ବର: ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲୁ ହେଲେ ଆମର ଚାକିରୀ ନାହିଁ । ସରକାର ମିଛ ପ୍ରତିଶ୍ରୁତି ଦେଇ ଆମକୁ ଅନ୍ଧାର ଘେରରେ ରଖିଛି । ଏମିତି କିଛି ଅଭିଯୋଗ ନେଇ ସକାଳୁ ସକାଳୁ ରାଜଭବନ ସମ୍ମୁଖରେ ଅନେକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି ।

'ଚାକିରୀ ନଦେଇ ସରକାର ପେଟକୁ ଲାତ ମାରୁଛନ୍ତି'

ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ସେମାନେ କଣ୍ଟ୍ରାକ୍ଟ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିକ୍ଷକ ହେବା ପାଇଁ ସବୁ ପ୍ରକାର ପରୀକ୍ଷା ଦେବା ପରେ ବି ଆଜି ପର୍ଯ୍ୟନ୍ତ ସରକାର ଚାକିରୀଟିଏ ଦେଉନାହାଁନ୍ତି । ଭେଟି ସାରିବା ପରେ ସରକାର ସବୁ ବୁଝିବାର ପ୍ରତିଶ୍ରୁତି ଦେଇ ଏବେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି ।

ଗରିବ ପାଠ ପଢ଼ୁଆ ପିଲାଙ୍କ ପେଟକୁ ଲାତ ମାରିଛନ୍ତି ବୋଲି ଧାରଣାରତ ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details