ଓଡିଶା

odisha

ETV Bharat / city

ସ୍କୁଲରେ ଦିଆଯିବ ସମ୍ବିଧାନ ଶିକ୍ଷା - odisha school

odisha school
ସ୍କୁଲରେ ଦିଆଯିବ ସମ୍ବିଧାନ ଶିକ୍ଷା

By

Published : Jan 31, 2020, 12:49 PM IST

Updated : Jan 31, 2020, 1:47 PM IST

12:43 January 31

ଭୁବନେଶ୍ବର: ଏଣିକି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବିଧାନର ପାଠ ପଢାଯିବାକୁ ନିଷ୍ପତ୍ତି ହୋଇଛି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବ ।ଏନେଇ ରାଜ୍ୟର ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି ।

ସ୍କୁଲରେ ଦିଆଯିବ ସମ୍ବିଧାନ ଶିକ୍ଷା

ଏହାସହ ସମସ୍ତ ଡିଷ୍ଟ୍ରିଟ୍ ପ୍ରୋଜେକ୍ଟ କୋଡିନେଟର ମାନଙ୍କୁ ମଧ୍ୟ ଚିଠି ଲେଖି ଜଣାଯାଇଛି । ଓପେପା ମୁଖ୍ୟ ବର୍ଷକର ଖସଡା ପ୍ରସ୍ତୁତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । କେବଳ ମୌଳିକ ଅଧିକାର ନୁହେଁ ମୌଳିକ କର୍ତ୍ତବ୍ୟ ବିଷୟରେ ଜଣାଇବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 31, 2020, 1:47 PM IST

ABOUT THE AUTHOR

...view details