ଓଡିଶା

odisha

ETV Bharat / city

ପୁଣି ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ, କଡା ସମାଲୋଚନା କଲା କଂଗ୍ରେସ - ରାଜ୍ୟ ବା ପ୍ରଦେଶ ନମ୍ବର 1 ହୋଇପାରୁନି

ସମସ୍ତଙ୍କୁ ପଛରେ ପକାଇ ଲୋକପ୍ରିୟତାରେ ପୁଣି ଆଗରେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।ଏହି ପ୍ରସଙ୍ଗକୁ ନେଇ କଡା ସମାଲୋଚନା କରିଛି କଂଗ୍ରେସ ।ଅଧିକ ପଢନ୍ତୁ

ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ନେଇ କଡା ସମାଲୋଚନା କେଲ କଂଗ୍ରେସ ଉପସଭପତି
ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ନେଇ କଡା ସମାଲୋଚନା କେଲ କଂଗ୍ରେସ ଉପସଭପତି

By

Published : Jan 21, 2022, 3:53 PM IST

ଭୁବନେଶ୍ବର: ସମସ୍ତଙ୍କୁ ପଛରେ ପକାଇ ଲୋକପ୍ରିୟତାରେ ପୁଣି ଆଗରେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଶୀର୍ଷ ସ୍ଥାନରେ ରହିଛନ୍ତି (Odisha CM Naveen Patnaik is No 1 CM) । ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି ।

ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ନେଇ କଡା ସମାଲୋଚନା କେଲ କଂଗ୍ରେସ ଉପସଭପତି

ପ୍ରତ୍ୟେକ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ନେଇ କଡା ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ଉପସଭପତି ଜଜ୍ଞେସ୍ୱର ବାବୁ କହିଛନ୍ତି ଯେ, ଜମି ଜଳ ଓ ଜଙ୍ଗଲ କୁ ନେଇ ଯେଉଁ ମୁଖ୍ୟମନ୍ତ୍ରୀ ସରକାରକୁ ଆସିଥିଲେ ତାହା ବର୍ତ୍ତମାନ ସୁରକ୍ଷିତ ନୁହେଁ ।

ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ଜଳଯୋଗାଣ, ସ୍ବାସ୍ଥ୍ୟ କ୍ଷେତ୍ରରେ ନମ୍ବର ୧ ହେଉଛନ୍ତି ହେଲେ ରାଜ୍ୟ ବା ପ୍ରଦେଶ ୧ ନମ୍ବର ହୋଇପାରୁନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details