ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ଥିଲା ନାମାଙ୍କନ ଦାଖଲ କରିବାର ଶେଷ ଦିନ । ଏହାକୁ ନେଇ କଂଗ୍ରେସ କହିଛି ଦଳ ଷ୍ଟ୍ରାଟେଜି ଅନୁସାରେ କାମ କରୁଛି । ଆମର ଓ୍ବାର ରୁମ ମଧ୍ୟ ପ୍ରସ୍ତୁତ ହୋଇସାରିଛି । 23 ତାରିଖରେ କିଏ କେଉଁ ଦାୟିତ୍ୱରେ ରହିବେ । କିପରି ନିର୍ବାଚନ ପରିଚାଳନା ହେବ ତାହା ସ୍ପଷ୍ଟ ହୋଇଯିବ । ଦର ଦାମ ବୃଦ୍ଧି ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକ ଚାହିଁଲେ ନିଶ୍ଚୟ ପରିବର୍ତ୍ତନ ହେବ । ଆସନ୍ତା ମାସ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
ଦଳ ଷ୍ଟ୍ରାଟେଜି ଅନୁସାରେ କାମ କରୁଛି: କଂଗ୍ରେସ
ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ଥିଲା ନାମାଙ୍କନ ଦାଖଲ କରିବାର ଶେଷ ଦିନ । ଏହାକୁ ନେଇ କଂଗ୍ରେସ କହିଛି ଦଳ ଷ୍ଟ୍ରାଟେଜି ଅନୁସାରେ କାମ କରୁଛି । ଆମର ଓ୍ବାର ରୁମ ମଧ୍ୟ ପ୍ରସ୍ତୁତ ହୋଇସାରିଛି । 23 ତାରିଖରେ କିଏ କେଉଁ ଦାୟିତ୍ୱରେ ରହିବେ । ଅଧିକ ପଢନ୍ତୁ
ଦଳ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି : କଂଗ୍ରେସ
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ