ଭୁବନେଶ୍ବର: ବିଭିନ୍ନ ମାମଲାରେ ସିବିଆଇର ଶିଥିଳତା ବିରୋଧରେ କଂଗ୍ରେସର ରଣହୁଙ୍କାର। ଦଳର ପ୍ରତିଷ୍ଠା ଦିବସରେ ସିବିଆଇ ଅଫିସ ଘେରିଲା କଂଗ୍ରେସ। ଭୁବନେଶ୍ବର ଆଠ ନମ୍ବର ଡିଏଭି ସ୍କୁଲ ନିକଟରୁ ଏକ ବଡ ପଦଯାତ୍ରାରେ ଆସି ସିବିଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଓ କର୍ଯ୍ୟକର୍ତ୍ତା।
ପ୍ରତିଷ୍ଠା ଦିବସରେ ସିବିଆଇ ଅଫିସ ଘେରିଲା କଂଗ୍ରେସ - କଂଗ୍ରେସ ପ୍ରତିଷ୍ଠା ଦିବସ
ବିଭିନ୍ନ ମାମଲାରେ ସିବିଆଇର ଶିଥିଳତା ବିରୋଧରେ କଂଗ୍ରେସର ରଣହୁଙ୍କାର। ଦଳର ପ୍ରତିଷ୍ଠା ଦିବସରେ ସିବିଆଇ ଅଫିସ ଘେରିଲା କଂଗ୍ରେସ। ଅଧିକ ପଢନ୍ତୁ...
ପ୍ରତିଷ୍ଠା ଦିବସରେ ସିବିଆଇ ଅଫିସ ଘେରିଲା କଂଗ୍ରେସ
ପ୍ରତିଷ୍ଠା ଦିବସରେ ସିବିଆଇ ଅଫିସ ଘେରିଲା କଂଗ୍ରେସ
ତ୍ରିରଙ୍ଗା ଯାତ୍ରାରେ ପିସିସି ସଭାପତିଙ୍କ ସମେତ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଅନ୍ୟ ପ୍ରମୁଖ ନେତା ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ