ଭୁବନେଶ୍ବର:ସାରା ରାଜ୍ୟରେ ଗର୍ଜିଲା କଂଗ୍ରେସ । କଂଗ୍ରେସ ଭବନରେ ବିନା ଅନୁମତିରେ ପଶି କଂଗ୍ରେସ କର୍ମୀଙ୍କୁ ମାଡ ମାରିବା ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା SP ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ବର DCP ଏବଂ ଅନ୍ୟ ପୋଲିସ ପ୍ରଶାସନ, ଯେଉଁମାନେ କଂଗ୍ରେସ ଭବନରେ ଅବାଧରେ ପ୍ରବେଶ କରିଥିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କଟିଛି ।
ଏହାବି ପଢନ୍ତୁ: ମମିତା ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ସଭା