ଭୁବନେଶ୍ବର: ତୃଣମୂଳ ସ୍ତରରୁ ସେବା କରି କଂଗ୍ରେସ ସେବକଙ୍କୁ ଏକାଠି କରି କିପରି ଶେଷ ପର୍ଯ୍ୟନ୍ତ ନେବେ ସେନେଇ ଆଜି କଂଗ୍ରେସ ସେବା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
୨୦୧୪ ମସିହାରେ କିଭଳି ଭାବରେ ରାଜ୍ୟରେ କଂଗ୍ରେସ ସଂଗଠନ ସୁଦୃଢ ହେବ ସେ ନେଇ ଆଜି ସମସ୍ତେ ଏକାଠି ହୋଇଛୁ । ସେବା କରିବା କଂଗ୍ରେସ ଦଳର ମୂଳ ପିଣ୍ଡ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଏହାସହ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଗଲା ବୋଲି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ।