ଭୁବନେଶ୍ବର :ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ପୌର ନିର୍ବାଚନ ନେଇ ସଜବାଜ ହେଉଛନ୍ତି ସରକାର । ପୌର ନିର୍ବାଚନ ନେଇ ସରକାରୀ ସ୍ତରରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି ।
ଏହାବି ପଢନ୍ତୁ :BudgetSession: ରାଜ୍ୟର 3 ଟି ଦାବି ରାଜ୍ୟସଭାରେ ରଖିଲେ ସାଂସଦ ସୁବାସ ସିଂ

ଏବେ ନିର୍ବାଚନ ଦିନକୁ ଅପେକ୍ଷା । ସଂରକ୍ଷଣ ତାଲିକା ସରକାର ନିଜ ହିସାବରେ ପ୍ରସ୍ତୁତ କରିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଏ ନେଇ କଂଗ୍ରେସ ନେତା ସୁର ରାଉତରାୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ