ଭୁବନେଶ୍ବର: ସରକାରୀ ଦଳର କଣ୍ଢେଇ ସାଜିଛନ୍ତି ନିର୍ବାଚନ କମିଶନ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଆୟୋଜନ କରିବାରେ ବିଫଳ ହୋଇଛନ୍ତି । ସବୁଠି ବିଜେଡ଼ି ହିଂସା ଘଟାଉଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ନିର୍ବାଚନ କମିଶନ ।
ଏହାବି ପଢନ୍ତୁ :ପଞ୍ଚାୟତ ନିର୍ବାଚନ ହିଂସା: ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ