ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ସମବାୟ ନିର୍ବାଚନ ଚାଲିଛି । ସମବାୟ ନିର୍ବାଚନକୁ କଂଗ୍ରେସର ସ୍ୱାଗତ । ଦଳ ମତ ନିର୍ବିଶେଷରେ ଭଲ ଓ ଅଭିଜ୍ଞ ଲୋକମାନେ ଆସିବା ଦରକାର ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ।
ସମବାୟ ନିର୍ବାଚନରେ ଭଲ ଓ ଅଭିଜ୍ଞ ବ୍ଯକ୍ତି ଆସିବା ଦରକାର: ସୁର - ସମବାୟ ନିର୍ବାଚନ ଓଡିଶା
ରାଜ୍ୟରେ ଚାଲିଥିବା ସମବାୟ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ
ସମବାୟ ନିର୍ବାଚନରେ ଭଲ ଓ ଅଭିଜ୍ଞ ବ୍ଯକ୍ତି ଆସିବା ଦରକାର: ସୁର
ସମବାୟ ନିର୍ବାଚନରେ ଭଲ ଓ ଅଭିଜ୍ଞ ବ୍ଯକ୍ତି ଆସିବା ଦରକାର: ସୁର
ସମବାୟ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ଆସିବା ଦରକାର । ଦେଶର ବିଭିନ୍ନ ରାଜ୍ୟରେ ସମବାୟ କ୍ଷେତ୍ରରେ ଅନେକ ଉନ୍ନତି ଆସିଛି । ଓଡିଶାରେ ସମବାୟ ସମିତି ବହୁ ପଛରେ ପଡିଛି । ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ଆସିବା ଦରକାର ବୋଲି ସୁର କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର