ଓଡିଶା

odisha

ETV Bharat / city

ମାଗଣା ଭ୍ୟାକସିନ ଦେବାକୁ ସ୍ଵାଗତ କଲା କଂଗ୍ରେସ - ଭୁବନେଶ୍ବର ଖବର

ରାଜ୍ୟରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗ। ଏପରି ପଦକ୍ଷେପକୁ ସ୍ବାଗତ କଲା କଂଗ୍ରେସ । ଅଧିକ ପଢନ୍ତୁ...

congress leader panchanan kanungo reaction on free vaccine
ମାଗଣା ଭ୍ୟାକସିନ ଦେବାକୁ ସ୍ଵାଗତ କଲା କଂଗ୍ରେସ

By

Published : Apr 26, 2021, 5:51 PM IST

ଭୁବନେଶ୍ବର :ରାଜ୍ୟରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗ। ଏପରି ପଦକ୍ଷେପକୁ ସ୍ବାଗତ କଲା କଂଗ୍ରେସ । କେବଳ ନବୀନ ନୁହଁନ୍ତି ମାଗଣା ଟିକା ଦେବାକୁ ଘୋଷଣା କରିଥିବା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ବି ସ୍ବାଗତ କରିଛି କଂଗ୍ରେସ। କଂଗ୍ରେସ ମାଗଣା ଟିକାଦାନ ପାଇଁ ଦାବି କରି ଆସୁଥିଲା।

ମାଗଣା ଭ୍ୟାକସିନ ଦେବାକୁ ସ୍ଵାଗତ କଲା କଂଗ୍ରେସ

ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ସେପଟେ କୋରୋନା ବ୍ୟାପିବାକୁ ନେଇ କେନ୍ଦ୍ର ସରକାର ହିଁ ଦାୟୀ ବୋଲି କହିଲା କଂଗ୍ରେସ। ମୋଦି ଓ ଶାହା ହିଁ ବର୍ତ୍ତମାନ କୋରୋନା ସ୍ଥିତି ପାଇଁ ଦାୟୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details