ଓଡିଶା

odisha

ETV Bharat / city

କଂଗ୍ରେସର ଶୋଚନୀୟ ପରାଜୟ: ଖାତା ଖୋଲି ପାରିଲା ନାହିଁ କଂଗ୍ରେସ - କଂଗ୍ରେସର ଶୋଚନୀୟ ପରାଜୟ

ଭୁବନେଶ୍ୱର ମ୍ୟୁନିସିପାଲଟି ଅଞ୍ଚଳରେ ଭୋଟ ଗଣତି କରାଯାଇଛି। ଯେଉଁଥିରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଖାତା ଖୋଲି ପାରିଲାନାହିଁ କଂଗ୍ରେସ। ଅଧିକ ପଢନ୍ତୁ

କଂଗ୍ରେସର ଶୋଚନୀୟ ପରାଜୟ: ଖାତା ଖୋଲି ପାରିଲାନାହିଁ କଂଗ୍ରେସ
କଂଗ୍ରେସର ଶୋଚନୀୟ ପରାଜୟ: ଖାତା ଖୋଲି ପାରିଲାନାହିଁ କଂଗ୍ରେସ

By

Published : Mar 26, 2022, 10:38 PM IST

ଭୁବନେଶ୍ବର : ଭୁବନେଶ୍ୱର ମ୍ୟୁନିସିପାଲଟି ଅଞ୍ଚଳରେ ଭୋଟ ଗଣତି କରାଯାଇଛି। ଯେଉଁଥିରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଖାତା ଖୋଲି ପାରିଲାନାହିଁ କଂଗ୍ରେସ। କଂଗ୍ରେସ 27 ଟି ୱାର୍ଡରେ ପ୍ରାର୍ଥୀ ଦେଇନଥିବା ବେଳେ ଅଧିକାଂଶ ଓ୍ବାର୍ଡରେ ବିଜେଡି ଜିତିଥିବା ବେଳେ ବିଜେପି 10 ଟି ୱାର୍ଡରେ ଜିତିଥିବା ବେଳେ 9 ଟି ୱାର୍ଡରେ ସ୍ୱାଧୀନ ଭାବରେ ପ୍ରାର୍ଥୀ ବିଜୟ ହୋଇଛନ୍ତି।

ଭୁବନେଶ୍ୱର ପୌର ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କ ନାମ

ୱାର୍ଡ ୧- ବିଜେଡି ମିହିର ରାଉତ
ୱାର୍ଡ ୨- ବିଜେଡି ମୋନାଲିସା ବେହେରା
ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା
ୱାର୍ଡ ୪- ବିଜେପି ସୁକୁମାର ସାହୁ
ୱାର୍ଡ ୫- ବିଜେଡି ମିନୁଶ୍ରୀ ଖୁଣ୍ଟିଆ
ୱାର୍ଡ ୬- ବିଜେଡି ପ୍ରୀତିନନ୍ଦା ରାଉତରାୟ
ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ
ୱାର୍ଡ ୮- ବିଜେଡି ଲାଲ ମୋହନ ଟୁଡୁ
ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ
ୱାର୍ଡ ୧୦- ବିଜେଡି ସେକ ନୁର ହାସନ
ୱାର୍ଡ ୧୧- ବିଜେଡି ପ୍ରଭାସିନୀ ମହାନ୍ତି
ୱାର୍ଡ ୧୨- ବିଜେଡି ଜୟନ୍ତୀ ସାହୁ
ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ
ୱାର୍ଡ ୧୪- ବିଜେଡି ମନୋଳିସା ସାହୁ
ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ
ୱାର୍ଡ ୧୬- ବିଜେଡି ଅଚ୍ୟୁତାନନ୍ଦ ସ୍ୱାଇଁ
ୱାର୍ଡ ୧୭ - ବିଜେଡି ପୂଜା ମହାରଣା
ୱାର୍ଡ ୧୮- ବିଜେଡି ବିଲ୍ପବ ବେହେରା
ୱାର୍ଡ ୧୯- ବିଜେଡି ସ୍ମୃତି ଶିଖା ବରିସଲ
ୱାର୍ଡ ୨୦- ବିଜେଡି ପ୍ରେମାନନ୍ଦ ଜେନା
ୱାର୍ଡ ୨୧- ପୂଜା ବେହେରା
ୱାର୍ଡ ୨୨- ବିଜେଡି ମଞ୍ଜୁଳାତା କଂର
ୱାର୍ଡ ୨୩- ବିଜେଡି କିରଣ ଵାଲା ମାଝି
ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର
ୱାର୍ଡ 25- ବିଜେଡି ମାନସୀ ରାଣୀ ସୁନ୍ଦରାୟ।
ୱାର୍ଡ 26 ବିଜେଡି ଭାରତୀ ସିଂ
ୱାର୍ଡ 27- ବିଜେଡି ଶୁଭ୍ରଅସୁ ପଟ୍ଟନାୟକ
ୱାର୍ଡ 28- ବିଜେଡି ଝରଣା ରାଣୀ ପତି।
ୱାର୍ଡ 29- ବିଜେପି ଅପରୁପ ନାରାୟଣ ରାଉତ
ୱାର୍ଡ 30 - ବିଜେଡି ରାଜକିଶୋର ଦାସ।
ୱାର୍ଡ 31- ବିଜେଡି ରାଜା ମହାପାତ୍ର।
ୱାର୍ଡ 32- ବିଜେଡି ଶ୍ରୀଧର ଜେନା।
ୱାର୍ଡ 33- ବିଜେପି ଧରିତ୍ରୀ ଜେନା
ୱାର୍ଡ 34- ବିଜେଡି ପୁଷ୍ପାଞ୍ଜଳି ସେଠୀ।
ୱାର୍ଡ 35- ବିଜେଡି ରଞ୍ଜୁଲତା ରାୟ
ୱାର୍ଡ 36- ବିଜେଡି ଅଲ୍ଲିଆଳି ମାଲିକ
ୱାର୍ଡ 37 ସ୍ୱାଧୀନ ବନ୍ଦିତା ପାଲ
ୱାର୍ଡ 38- ବିଜେଡି ପଦ୍ମଜା ପ୍ରିୟଦର୍ଶୀ ଜେନା
ୱାର୍ଡ 39- ବିଜେପି ଗୀତାଞ୍ଜଳି ସାହୁ।
ୱାର୍ଡ 40- ବିଜେଡି ଆସିୟା ବେଗମ
ୱାର୍ଡ 41 - ବିଜେଡି କବିତା ସ୍ୱାଇଁ
ୱାର୍ଡ 42- ବିଜେଡି ଆଶିଷ କୁମାର ପଟ୍ଟନାୟକ।
ୱାର୍ଡ 43- ବିଜେଡି ଭରତ କୁମାର ଲେଙ୍କା।
ୱାର୍ଡ 44- ବିଜେଡି ଅଜିତ ବେହେରା
ୱାର୍ଡ 45- ବିଜେଡି ଅମରେଶ ଜେନା
ୱାର୍ଡ 46- ସ୍ୱାଧୀନ ପୁଷ୍ପିତା ରାଉତ।
ୱାର୍ଡ 47- ବିଜେଡି ସମିତା ମହାନ୍ତି
ୱାର୍ଡ 48- ବିଜେପି ସୁଚିତ୍ରା ପାତ୍ର
ୱାର୍ଡ 49- ବିଜେଡି ପୁଷ୍ପିତା ସୁନ୍ଦରାୟ।
ୱାର୍ଡ 50- ବିଜେପି ରାମଚନ୍ଦ୍ର ରଣସିଂହ
ୱାର୍ଡ 51- ବିଜେଡି ବିନୟନି ଜେନା
ୱାର୍ଡ 52- ବିଜେଡି ଶ୍ରୀଧର ବେହେରା।
ୱାର୍ଡ 53- ବିଜେଡି ମହାମାୟା ସ୍ୱାଇଁ
ୱାର୍ଡ 54- ବିଜେଡି ଶିବ ପ୍ରସାଦ ବେହେରା
ୱାର୍ଡ55 ବିଜେଡି ନୃପେସ ନାୟକ।
ୱାର୍ଡ 56 ବିଜେଡି କେ ଶାନ୍ତି।
ୱାର୍ଡ 57- ବିଜେଡି ସନ୍ତୋଷ କୁମାର ସିଂ
ୱାର୍ଡ 58- ସ୍ୱାଧୀନ ନମିତା ମହାପାତ୍ର
ୱାର୍ଡ 59 ବିଜେଡି ବିରଞ୍ଜିନରାୟଣ ମହାସୁପକାର
ୱାର୍ଡ 60- ସ୍ୱାଧୀନ ଚନ୍ଦ୍ର ଶେଖର ମାଲ୍ୟା।
ୱାର୍ଡ 61- ବିଜେଡି ଶିବପ୍ରସାଦ ରାୟ
ୱାର୍ଡ 62- ବିଜେଡି ଚାରୂଲତା ସାମନ୍ତରାୟ
ୱାର୍ଡ 63- ବିଜେପି ସୁଜାତା ଛୋଟରାୟ।
ୱାର୍ଡ 64- ବିଜେଡି ସକିବା ମୂଷାରପ
ୱାର୍ଡ 65 ସ୍ୱାଧୀନ ରଶ୍ମି ରେଖା ପାଟଶାଣୀ।
ୱାର୍ଡ 66- ବିଜେଡି ଛବି ଦାସ।
ୱାର୍ଡ 67- ବିଜେପି ମଧୁସ୍ମିତା ପ୍ରଧାନ ଜଣ ବିଜୟ ହୋଇଛନ୍ତି

ବିଜେପି ଓ ସ୍ୱାଧୀନ ବିଜୟ ହୋଇଥିବା ପ୍ରାର୍ଥୀଙ୍କ ନାମ

ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା
ୱାର୍ଡ ୪- ବିଜେପି ସୁକୁମାର ସାହୁ
ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ
ୱାର୍ଡ ୨୯- ବିଜେପି ଅପରୁପ ନାରାୟଣ ରାଉତ
ୱାର୍ଡ ୩୩- ବିଜେପି ଧରିତ୍ରୀ ଜେନା
ୱାର୍ଡ ୩୯- ବିଜେପି ଗୀତାଞ୍ଜଳି ସାହୁ
ୱାର୍ଡ ୪୮- ବିଜେପି ସୁଚିତ୍ରା ପାତ୍ର
ୱାର୍ଡ ୫୦- ବିଜେପି ରାମଚନ୍ଦ୍ର ରଣସିଂହ
ୱାର୍ଡ ୬୩- ବିଜେପି ସୁଜାତା ଛୋଟରାୟ
ୱାର୍ଡ ୬୭- ବିଜେପି ମଧୁସ୍ମିତା ପ୍ରଧାନ
ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ
ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ
ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ
ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର
ୱାର୍ଡ 37 ସ୍ୱାଧୀନ ବନ୍ଦିତା ପାଲ
ୱାର୍ଡ 46- ସ୍ୱାଧୀନ ପୁଷ୍ପିତା ରାଉତ
ୱାର୍ଡ 58- ସ୍ୱାଧୀନ ନମିତା ମହାପାତ୍ର
ୱାର୍ଡ 60- ସ୍ୱାଧୀନ ଚନ୍ଦ୍ର ଶେଖର ମାଲ୍ୟା
ୱାର୍ଡ 65 ସ୍ୱାଧୀନ ରଶ୍ମି ରେଖା ପାଟଶାଣୀ

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details