ଭୁବନେଶ୍ବର:ପ୍ରେମିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଆସିଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଏହାକୁ ନେଇ ବର୍ତ୍ତମାନ ବିଜେଡି ବିଧାୟକଙ୍କୁ ବିରୋଧୀ ଟାର୍ଗେଟ କରିବାରେ ଲାଗିଛନ୍ତି । ବିଜେପି ଏହାକୁ ନେଇ ନିନ୍ଦା କରିଥିବା ବେଳେ କଂଗ୍ରେସ ବି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି - ତିର୍ତ୍ତୋଲ ବିଧାୟକଙ୍କୁ ନେଇ କଂଗ୍ରେସର ପ୍ରତିକ୍ରିୟା
ପ୍ରେମିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଆସିଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଏହାକୁ ନେଇ ବର୍ତ୍ତମାନ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଅଧିକ ପଢ଼ନ୍ତୁ
ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି
ଏହା ବି ପଢ଼ନ୍ତୁତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ
ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, " ଏ ଅଭିଯୋଗର ସତ୍ୟତା କେତେ ସେ ନେଇ ଏକ ତଦନ୍ତ କରାଯାଉ । ଯଦି ବିଧାୟକ ଦୋଷୀ ସାବ୍ୟସ୍ତ ହୁଅନ୍ତି ବିଧାୟକ ହେଲେ ମଧ୍ୟ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉ । ଯଦି ସେ ନିର୍ଦ୍ଦୋଷ ତେବେ ତାଙ୍କ ସମ୍ମାନ ହାନି ନକରି ତାଙ୍କ ବିରୋଧରେ ଥିବା ସଙ୍ଗୀନ ଅଭିଯୋଗ ଖଣ୍ଡନ କରାଯାଉ।"