ଓଡିଶା

odisha

ETV Bharat / city

ଟିକା ନେଲେ ଅପରାଜିତା ଷଡଙ୍ଗୀ - co-vaccine take bhubaneswar mp

ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି AIIMS ଠାରେ କୋଭାକ୍ସିନ ଟିକା ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ଟିକା ନେଲେ ସାଂସଦ ଅପରାଜିତା
ଟିକା ନେଲେ ସାଂସଦ ଅପରାଜିତା

By

Published : Mar 3, 2021, 5:20 PM IST

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି AIIMSରେ କୋଭାକ୍ସିନ ଟିକା ଗ୍ରହଣ କରିଛନ୍ତି । ଅପରାଜିତା ଟିକା ନେବା ବେଳେ ଏମ୍ସ ସୁପରିଟେଣ୍ଡଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ଉପସ୍ଥିତ ଥିଲେ । ଟିକା ନେବା ପରେ କିଛି ସମୟ ଅବଜରଭେସନରେ ରହିଥିଲେ ଅପରାଜିତା ।

ସମସ୍ତେ ନିଜ ନିଜର ସମୟ ଆସିଲେ ନିଶ୍ଚିତ ଭାବେ ଏହି ଟିକା ଗ୍ରହଣ କରି ସୁରକ୍ଷିତ ରହିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା ଷଡଙ୍ଗୀ । କୋଭିଡ ମହାମାରୀ ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ କୋଭିଡ ଟିକା ସମସ୍ତେ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details