ଓଡିଶା

odisha

ETV Bharat / city

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି - ରେଳ ପ୍ରକଳ୍ପ

ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ । ଏନେଇ ଆବଶ୍ୟକ ଅନୁମତି ଓ ସାର୍ଟିଫିକେଟ ପ୍ରଦାନ କରିରବାକୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଜରିଆରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

haridaspur-paradip railway project, cm writes letter to central railway minister, railway project, central railway minister piyush goel, ହରିଦାସପୁର-ପାରାଦ୍ବୀପ ରେଳ ପ୍ରକଳ୍ପ, କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ରେଳ ପ୍ରକଳ୍ପ, କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ
ହରିଦାସପୁର-ପାରାଦ୍ବୀପ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

By

Published : Jul 28, 2020, 8:40 PM IST

Updated : Jul 28, 2020, 8:58 PM IST

ଭୁବନେଶ୍ବର: ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ । ଏହି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପରୀକ୍ଷମୂଳକ ଭାବେ ଏଥିରେ ମଙ୍ଗଳବାର ଗଡିଛି ଟ୍ରେନ । ଏନେଇ ଆବଶ୍ୟକ ଅନୁମତି ଓ ସାର୍ଟିଫିକେଟ ପ୍ରଦାନ କରିରବାକୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଜରିଆରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ସୂଚନା ଅନୁଯାୟୀ ଏହି ପ୍ରକଳ୍ପ ଅଧିନରେ 82 କିଲୋମିଟର ଦୂରତ୍ବ ଯାଏଁ ରେଳ ଲାଇନ ବିଛାଯିବାର ଯୋଜନା ରହିଛି । ଯୋଜନା ମୁତାବକ ପ୍ରକଳ୍ପର କାର୍ଯ୍ୟ ସରିବାକୁ ବସିଥିବା ବେଳେ ଏଥିରେ ପରୀକ୍ଷାମୂଳକ ଭାବେ ମଙ୍ଗଳବାର ପ୍ରଥନ ଥର ପାଇଁ ଟ୍ରେନ ଗଡିଛି । ତେବେ ଖୁବଶୀଘ୍ର ଏହାକୁ ଅନୁମତି ଦେବା ସହ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 28, 2020, 8:58 PM IST

ABOUT THE AUTHOR

...view details