ଓଡିଶା

odisha

ETV Bharat / city

ଆସନ୍ତାକାଲି ଆକାଶମାର୍ଗରୁ ‘ବୁଲବୁଲ’ ପ୍ରଭାବିତ ଜିଲ୍ଲା ଦେଖିବେ ମୁଖ୍ୟମନ୍ତ୍ରୀ - ବୁଲବୁଲ ପ୍ରଭାବିତ ଜିଲ୍ଲା ଦେଖିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ଦ୍ବାରା ପ୍ରଭାବିତ 5ଟି ଜିଲ୍ଲାର ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଫାଇଲ ଫଟୋ

By

Published : Nov 10, 2019, 9:59 PM IST

ଭୁବନେଶ୍ବର: ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ଦ୍ବାରା ପ୍ରଭାବିତ 5ଟି ଜିଲ୍ଲାର ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ପ୍ରଭାବିତ ଜିଲ୍ଲାରେ କିପରି କ୍ଷୟକ୍ଷତି ରହିଛି ତାହା ଦେଖିବେ। ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ସନ୍ଧ୍ୟାରେ ଲୋକସେବା ଭବନରେ ଏହାର ସମୀକ୍ଷା କରିବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details