ଭୁବନେଶ୍ବର: ନିଟ ଓ ଜେଇଇ ମେନ ପରୀକ୍ଷା ସ୍ଥଗିତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନର ମହାମାରୀ ପରିସ୍ଥିତିରେ ପରୀକ୍ଷା କରିବା ଠିକ ନୁହେଁ । ରାଜ୍ୟ ବର୍ତ୍ତମାନ ବନ୍ୟାସ୍ଥିତିର ସମ୍ମୁଖୀନ ହୋଇଛି । ତେଣୁ ଏହାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ନିଟ୍, ଜେଇଇ ପରୀକ୍ଷା ସ୍ଥଗିତ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍
ନିଟ ଓ ଜେଇଇ ମେନ ପରୀକ୍ଷା ସ୍ଥଗିତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ...
![ନିଟ୍, ଜେଇଇ ପରୀକ୍ଷା ସ୍ଥଗିତ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା cm and pm discussion, neet and jee exam cancellation, bhubaneswar latest news, neet and jee exam, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପ୍ରସଙ୍ଗ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ନିଟ୍ ଓ ଜେଇଇ ପରୀକ୍ଷା](https://etvbharatimages.akamaized.net/etvbharat/prod-images/768-512-8573910-thumbnail-3x2-modi.jpg)
ନିଟ୍, ଜେଇଇ ପରୀକ୍ଷା ସ୍ଥଗିତ ପ୍ରସଙ୍ଗ: ପ୍ରଧାମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ତେବେ ଏହାର ପରବର୍ତ୍ତୀ ସମୟରେ ପରୀକ୍ଷା ସ୍ଥଗିତ ହେବ ନାହିଁ ବୋଲି କେନ୍ଦ୍ର ଶୁଣାଇଥିଲା । ଯାହାକୁ ନେଇ ଏବେ ଅନେକ ରାଜ୍ୟ ବିରୋଧ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ