ଭୁବନେଶ୍ବର: ଛୋଟ ସିନା କାମ ତାଙ୍କର ମହାନ । କୋଭିଡ ଯୁଦ୍ଧ ପାଇଁ ସହାୟତା କଲା କୁନି ହାତ । ଦ୍ବିତୀୟ ଶ୍ରେଣୀରେ ପଢୁଥିବା ଆୟୁଷ ଦାସ ନିଜ ସଞ୍ଚୟରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ 10 ହଜାର 1 ଟଙ୍କା ଦାନ କରିଛନ୍ତି ।
କୋଭିଡ ଲଢେଇରେ କୁନି ହାତର ଯୋଗଦାନ, CM ରିଲିଫ ପାଣ୍ଠିକୁ ଦେଲେ 10 ହଜାର - CM ରିଲିଫ ପାଣ୍ଠିକୁ ଦାନ
ସଞ୍ଚୟରୁ CM କେୟାର ଫଣ୍ଡକୁ ଦାନ 10 ହଜାଟ 1 ଟଙ୍କା ଟଙ୍କା ଦାନ କଲେ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ଛାତ୍ର । ଅଧିକ ପଢନ୍ତୁ..
![କୋଭିଡ ଲଢେଇରେ କୁନି ହାତର ଯୋଗଦାନ, CM ରିଲିଫ ପାଣ୍ଠିକୁ ଦେଲେ 10 ହଜାର CM ରିଲିଫ ପାଣ୍ଠିକୁ 10 ହଜାର ଦାନ କଲେ ଦ୍ବିତୀୟ ଶ୍ରେଣୀର ଛାତ୍ର](https://etvbharatimages.akamaized.net/etvbharat/prod-images/768-512-11650744-thumbnail-3x2-dcf.jpg)
CM ରିଲିଫ ପାଣ୍ଠିକୁ 10 ହଜାର ଦାନ କଲେ ଦ୍ବିତୀୟ ଶ୍ରେଣୀର ଛାତ୍ର
ଆର୍ଥିକ ରାଶି ସହ ଆୟୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବିକଳ ଏକ ଫଟୋଚିତ୍ର କରି ଉପହାର ଦେଇଛନ୍ତି । ତାଙ୍କ ଏଭଳି ମହତ କର୍ମ ଓ କଳାକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ଆୟୁଷ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପାଠ ପଢନ୍ତି ।
ଆୟୁଷଙ୍କ ଏଭଳି ପ୍ରୟାସ ଆଗକୁ ଓଡିଶାର କୋଭିଡ ଲଢେଇରେ ଅନ୍ୟମାନଙ୍କୁ ପ୍ରେରଣା ଦେବ ।