ଭୁବନେଶ୍ବର: ତାଳିମାରିଲେ ମୁଖ୍ୟମନ୍ତ୍ରୀ । ଥାଳି ବାଡାଇ କୋରୋନା ଭାଇରସ ପରିସ୍ଥିତି ସହ ମୁକାବିଲା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜଣାଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ଦେଶବାସୀ ଏହାକୁ ପାଳନ କରୁଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜନତା କର୍ଫ୍ୟୁ: ଥାଳି ପିଟିଲେ ନବୀନ, ଘଣ୍ଟି ବଜାଇଲେ ଧର୍ମେନ୍ଦ୍ର - ଜନତା କର୍ଫ୍ୟୁ
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ଦେବବାସୀ ଏହାକୁ ପାଳନ କରୁଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ତାଳି ମାରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ
ତାଳି ମାରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ଦିଲ୍ଲୀ ସ୍ଥିତ ବାସବଭନରୁ ତାଙ୍କ ପରିବାର ବର୍ଗଙ୍କ ସହ ତାଳିମାରି ଧନ୍ୟବାଦ ଜଣାଛନ୍ତି । ଅନ୍ୟପଟେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ତାଳିମାରି ସେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ସଞ୍ଜୀବ ରାୟ ଓ ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ