ଭୁବନେଶ୍ବର: ଯୁକ୍ତ ଦୁଇ ଫଳାଫଳକୁ ନେଇ CHSC ତତ୍ପରତା ପ୍ରକାଶ କରିଛି । ଠିକ ସମୟରେ ସଠିକ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ରେଜଲ୍ଟକୁ ନେଇ CHSC ତତ୍ପରତା ।
+2 ଫଳାଫଳ ନେଇ CHSCର ତତ୍ପରତା, ସଠିକ ସମୟରେ ତଥ୍ୟ ଦାଖଲ କରିବାକୁ କଲେଜ ମାନଙ୍କୁ ନିର୍ଦ୍ଦେଶ - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା
ଯୁକ୍ତ ଦୁଇ ଫଳାଫଳକୁ ନେଇ CHSC ର ତତ୍ପରତା ପ୍ରକାଶ । ଅଧିକ ପଢନ୍ତୁ...

+2 ଫଳାଫଳ ନେଇ CHSCର ତତ୍ପରତା, ସଠିକ ସମୟରେ ତଥ୍ୟ ଦାଖଲ କରିବାକୁ କଲେଜ ମାନଙ୍କୁ ନିର୍ଦ୍ଦେଶ
ଜୁଲାଇ 31 ସୁଦ୍ଧା ଫଳ ପ୍ରକାଶନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ କରିଛି CHSC । ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଏନେଇ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ପରିଷଦ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ