ଓଡିଶା

odisha

ETV Bharat / city

ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷ ସଂସ୍କରଣକୁ ମୁଖ୍ୟମନ୍ତ୍ରୀଙ୍କ ଉନ୍ମୋଚନ - Chief Minister unveils Odisha issue and Rath Yatra edition

ରଥଯାତ୍ରା ବିଶେଷ ସଂସ୍କରଣ ଲୋକସେବା ଭବନରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସମ୍ପାଦକ ଲେନିନ ମହାନ୍ତି ଉପସ୍ଥିତ ଥିଲେ ।

ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷ ସଂସ୍କରଣକୁ ମୁଖ୍ୟମନ୍ତ୍ରୀଙ୍କ ଉନ୍ମୋଚନ
ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷ ସଂସ୍କରଣକୁ ମୁଖ୍ୟମନ୍ତ୍ରୀଙ୍କ ଉନ୍ମୋଚନ

By

Published : Jun 23, 2020, 3:45 PM IST

ଭୁବନେଶ୍ବର: ଓଡିଶା ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ରଥଯାତ୍ରା ସଂସ୍କରଣ ଉନ୍ମୋଚିତ ହୋଇଛି । ରଥଯାତ୍ରା ବିଶେଷ ସଂସ୍କରଣକୁ ଲୋକସେବା ଭବନରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷ ସଂସ୍କରଣକୁ ମୁଖ୍ୟମନ୍ତ୍ରୀଙ୍କ ଉନ୍ମୋଚନ

ଏହି ଅବସରରେ ସମ୍ପାଦକ ଲେନିନ ମହାନ୍ତି ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପାଇଁ ପୁରୀ ନଯାଇ ନିଜ ଅଫିସ କାର୍ଯ୍ୟରେ ଯୋଗ ଦେବାସହ ରଥଯାତ୍ରା ସିଧାପ୍ରସାରଣ ଟିଭିରେ ଦେଖିଛନ୍ତି ।

ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷ ସଂସ୍କରଣକୁ ମୁଖ୍ୟମନ୍ତ୍ରୀଙ୍କ ଉନ୍ମୋଚନ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details