ଭୁବନେଶ୍ବର: ଓଡିଶା ବାହାରେ ଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଯେଉଁ ଓଡ଼ିଆ ଭାଇଭଉଣୀମାନେ ବାହାରେ ଅଛନ୍ତି ସେମାନଙ୍କୁ ଖାଦ୍ୟ ଓ ମେଡିସିନ ଯୋଗାଇ ଦେବାପାଇଁ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ନବୀନ କହିଛନ୍ତି । ଏହାସହ ରାଜ୍ୟବାହାରେ ଥିବା ଓଡିଆଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ନବୀନ ।
ରାଜ୍ୟ ବାହାରେ ଥିବା ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା - Naveen Pattnaik's message to Odias
ରାଜ୍ୟ ବାହାରେ ଥିବା ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ଯେଉଁ ଓଡ଼ିଆ ଭାଇଭଉଣୀମାନେ ବାହାରେ ଅଛନ୍ତି ସେମାନଙ୍କୁ ଖାଦ୍ୟ ଓ ମେଡିସିନ ଯୋଗାଇ ଦେବାପାଇଁ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ନବୀନ କହିଛନ୍ତି । ଅଧିକ ପଢନ୍ତୁ...
ରାଜ୍ୟ ବାହାରେ ଥିବା ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ରାଜ୍ୟ ବାହାରେ ଥିବା ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ରାଜ୍ୟ ବାହାରେ ଥିବା ଓଡିଆ ଭାଇଭଉଣୀଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସାମାଜିକ ଅନୁଷ୍ଠାନଗୁଡିକୁ ଆହ୍ଵାନ କରିଛନ୍ତି । ରାଜ୍ୟ ବାହାରେ ଥିବା ଓଡ଼ିଆ ସାମାଜିକ ଅନୁଷ୍ଠାନ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି । ଏହାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ଭାଇରସ ପାଇଁ ଏବେ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି । ଫଳରେ ଅନେକ ଓଡ଼ିଆ ବାହାର ରାଜ୍ୟରେ ଅଟକି ରହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ