ଭୁବନେଶ୍ବର:ରାଜ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିବ । ଗତକାଲିର ନିମ୍ନ ଚାପରେଖା ଆଜି ସମୁଦ୍ର ପତ୍ତନ ଠାରୁ ୦.୯ କିମି ଯାଏଁ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ହରିୟାଣା, ଉତ୍ତର ଉତ୍ତରପ୍ରଦେଶ, ବିହାର, ସବ-ହିମାଳୟ ପଶ୍ଚିମବଙ୍ଗ ମଧ୍ୟ ଦେଇ ପୂର୍ବ-ଆସାମ ଯାଏଁ ଲମ୍ବିଛି ।
ଆଗାମୀ 5 ଦିନ ବଜ୍ରପାତ ସହ ପ୍ରବଳ ବର୍ଷା
ଆସନ୍ତା 5 ଦିନ ଧରି ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ୍ ଶନିବାର ମଧ୍ୟରେ 23 ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ । ଅଧିକ ପଢନ୍ତୁ..
5 ଦିନ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନ
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ