ଓଡିଶା

odisha

ETV Bharat / city

ଅମ୍ଫାନ ମୁକାବିଲା ନେଇ ଓଡିଶାକୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ପ୍ରଶଂସା - କେନ୍ଦ୍ର କ୍ୟାବିନେଟ

ଓଡ଼ିଶାର ଆଗୁଆ ସତର୍କ ମୂଳକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ। ଅଧିକ ପଢନ୍ତୁ..

ceteral-cabinet-secretary-letting-with-sate-govt
ceteral-cabinet-secretary-letting-with-sate-govt

By

Published : May 21, 2020, 12:25 PM IST

ଭୁବନେଶ୍ବର: ବାତ୍ୟା ଅମ୍ଫାନରେ ଓଡ଼ିଶାର ଆଗୁଆ ସତର୍କ ମୂଳକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ। ରାଜ୍ୟ ସରକାର ଦୁଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। 89 ବ୍ଲକ ଅମ୍ପନ ଦ୍ବାରା ପ୍ରଭାବିତ ହୋଇଛି। ଆଜି ସୁଦ୍ଧା ଗମନାଗମନ ସ୍ବଭାବିକ ହେବ।

ଅମ୍ଫାନ ମୁକାବିଲା ନେଇ ଓଡିଶା କୁ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ ଙ୍କ ପ୍ରଶଂସା

CESU ଅଂଚଳରେ ଦିନେ ଦୁଇ ଦିନ ଭିତରେ ବିଜୁଳି ପୁନଃସଂଯୋଗ ହେବ। 210 ମେଡ଼ିକାଲ ଓ 75 ଭେଟେନାରୀ ଟିମ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ସେପଟେ ତିହିଡିରେ କାନ୍ଥ ପଡ଼ି 3 ମାସର ଶିଶୁ ମୃତ୍ୟୁର ରିପୋର୍ଟକୁ ଅପେକ୍ଷା କରାଯାଇଛି। ବୈଠକରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ମୁଖ୍ୟ ଶାସନ ସଚିବ ଏନେଇ ଅବଗତ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details