ଭୁବନେଶ୍ବର: ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି । ଏନେଇ ସବୁଠି ଉତ୍ସବର ମାହୋଲ । ଦୀପାବଳିକୁ ନେଇ ‘ଇଟିଭି ଭାରତ’ର ଦର୍ଶକଙ୍କୁ ଶୁଭେଚ୍ଛା ଦେଇଛନ୍ତି ଓଡିଆ ସେଲିବ୍ରେଟି ।
ସେଲିବ୍ରେଟିଙ୍କ ଦୀପାବଳି ଶୁଭେଚ୍ଛା - ଚୁଲ୍ବୁଲି ଏଲିନା ସାମନ୍ତରାୟ
ଆଲୋକର ପର୍ବ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଏପଟେ ଦୀପାବଳି ଅବସରରେ ‘ଇଟିଭି ଭାରତ’କୁ ସେଲିବ୍ରେଟିଙ୍କ ଦୀପାବଳି ଶୁଭେଚ୍ଛା....
![ସେଲିବ୍ରେଟିଙ୍କ ଦୀପାବଳି ଶୁଭେଚ୍ଛା](https://etvbharatimages.akamaized.net/etvbharat/prod-images/768-512-4879390-837-4879390-1572107369643.jpg)
ସେଲିବ୍ରେଟିଙ୍କ ଦୀପାବଳୀ ଶୁଭେଚ୍ଛା
ସେଲିବ୍ରେଟିଙ୍କ ଦୀପାବଳୀ ଶୁଭେଚ୍ଛା
ଦୀପାବଳିକୁ ପ୍ରଦୂଷଣମୁକ୍ତ କରିବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ଅନୁରୋଧ କରିଛନ୍ତି ଷ୍ଟାର୍ସ । ଏହି ଅବସରରେ ଓଲିଉଡର ଚକଲେଟ୍ ହିରୋ ସବ୍ୟସାଚୀ, ଚୁଲ୍ବୁଲି ଏଲିନା ସାମନ୍ତରାୟ, ଆଇଟମ୍ କୁଇନ ବିଦୁସ୍ମିତା ଓ ଦୌଡ଼ ରାଣୀ ଦୂତୀ ଚାନ୍ଦ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତାରାୟ, ଇଟିଭି ଭାରତ